ETV Bharat / sitara

ଦୀପିକାଙ୍କ ପରେ ମେଘନାଙ୍କ ସହ କାମ କରିବେ ରଣବୀର

ଖୁବ୍ ଶୀଘ୍ର ନିର୍ଦ୍ଦେଶିକା ମେଘନା ଗୁଲଜାରଙ୍କ ଆଗାମୀ ଫିଲ୍ମରେ ନଜର ଆସିବେ ରଣଭୀର ସିଂହ । ଫିଲ୍ଡ ମାର୍ଶଲ ସାମ ବାହାଦୂରଙ୍କ ଚରିତ୍ରରେ ନଜର ଆସିପାରନ୍ତି ରଣଭୀର ।

author img

By

Published : Mar 11, 2019, 3:37 PM IST

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ

ହାଇଦ୍ରାବାଦ: ଅନେକ ସୁପରହିଟ୍ ଫିଲ୍ମ ବଲିଉଡକୁ ଦେଇ ଟପ ହିରୋ ସାଜିଛନ୍ତି ରଣଭୀର ସିଂହ । ଆଜିକାଲି ତାଙ୍କୁ ଅନେକ ନିର୍ଦ୍ଦେଶକ ଫିଲ୍ମରେ ନେବାକୁ ବିଭିନ୍ନ ପ୍ରକାର ଚେଷ୍ଟା ଚଳାଇଛନ୍ତି । ବକ୍ସଅଫିସକୁ 'ତଲୱାର' ଏବଂ 'ରାଜି' ଭଳି ସୁପରହିଟ ଫିଲ୍ମ ଭେଟି ଦେଇ ଲୋକପ୍ରିୟ ନିର୍ଦ୍ଦେଶିକା ମେଘନା ଗୁଲଜାର ଅପକମିଂ ଫିଲ୍ମ ରଣବୀର ସିଂହଙ୍କୁ ନେବାକୁ ଉତ୍ସାହିତ।

ଆଜ୍ଞା ହଁ, ରଣଭୀର, ମେଘନାଙ୍କ ଆଗାମୀ ଫିଲ୍ମରେ ଫିଲ୍ଡ ମାର୍ଶଲ ସାମ ବାହାଦୂରଙ୍କ ଚରିତ୍ରରେ ନଜର ଆସିପାରନ୍ତି । ଫିଲ୍ମଟିର ନିର୍ଦ୍ଦେଶନା ମେଘନା ଦେଉଥିବାବେଳେ ଏହାର ପ୍ରଯୋଜନା ଦାୟିତ୍ବ ସମ୍ଭାଳିବେ ରୋନୀ ସ୍କ୍ରୁୱାଲା ।

ପ୍ରକାଶ ଥାଉକି ମେଘନା ଦୀର୍ଘ ସମୟରୁ ଏହି କାହାଣୀ ଉପରେ ରିସର୍ଚ କରିଆସୁଛନ୍ତି । ଅନ୍ୟପଟେ ଏହି ଫିଲ୍ମକୁ ରଣଭୀର ଏଯାବତ ସାଇନ କରିନାହାଁନ୍ତି । ଜଣାଇ ଦେଉଛୁ ଯେ ସାମ ମାନେକଶ 1971ରେ ଭାରତ-ପାକ ଯୁଦ୍ଧ ସମୟରେ ଭାରତୀୟ ସେନାର ଚିଫ ଅଫ ଆର୍ମୀ ଷ୍ଟାଫ ଥିଲେ । ସେ ସାମ ବାହାଦୂର ନାମରେ ମଧ୍ୟ ଜଣାଶୁଣା ।

ସେ ପ୍ରଥମ ଏମିତି ଆର୍ମୀ ଅଫିସର ଥିଲେ, ଯିଏ ଫିଲ୍ଡ ମାର୍ଶଲ ର୍ୟାଙ୍କରେ ପ୍ରମୋଟ କରାଯାଇଥିଲା । ସେ ପଦ୍ମବିଭୂଷଣ ଏବଂ ପଦ୍ମଭୂଷଣରେ ସମ୍ମାନିତ ହୋଇଥିଲେ ।

ପ୍ରକାଶ ଥାଉକି, ବର୍ତ୍ତମାନ ମେଘନା ନିଜର ଆଗାମୀ ବାୟୋଗ୍ରାଫିକଲ ଡ୍ରାମା 'ଛପାକ'ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଦୀପିକା ପାଦୁକୋନ ନଜର ଆସିବେ । ଫିଲ୍ମଟି ଏସିଡ ଆଟାକ ସର୍ଭାଇଭର ଲକ୍ଷ୍ମୀ ଅଗ୍ରୱାଲଙ୍କ ଜୀବନ ଉପରେ ଆଧାରିତ ।

10.3.19 Brahmagiri ,Debashish Das
ବ୍ରହ୍ମଗିରି ବ୍ଲକ ରେ ଭିଭି ପାଟ ମେସିନ ବ୍ୟବହାର ର ସଚେତନତା କଯ୍ୟକର୍ମ।
କିଛି ଦିନ ପରେ ସଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି।ଚଳ ଚଞ୍ଚଳ ହୋଇ ଉଠିଛି ପ୍ରଶାସନ।ବିଭିର୍ଣ ପଞ୍ଚାୟତ ରେ ଇଭିଏମ ମେସିନ ଜରିଆରେ କିପରି ନିଜର ମତଦାନ ଦେବେ ସେନେଇ ଭୋଟରଙ୍କୁ ସଚେତନ କରାଯାଉଛି।
ବ୍ରହ୍ମଗିରି ବ୍ଲକ ପରିସରରେ ପଞ୍ଚାୟତ ସ୍ତରିୟ ଲୋକ ପ୍ରତିନିଧି ମାନ ଙ୍କୁ ନେଇ ରବିବାର ଦିନ ମତଦାନ ସଚେତନତା କଯ୍ୟକର୍ମ ଆୟୋଜନ କରାଜାଇଥିଲା।ଏଥିରେ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସୁମିତ୍ରା ଜେନା ସଭାକୁ ପରିଚାଳନା କରିଥିଲେ ।ଚଳିତ ନିର୍ବାଚନ ରେ ଭୋଟ ଦାନ କୁ ସ୍ୱଚ୍ଛ କରିଵା ପାଇ ନୂତନ ଭାବେ ବ୍ୟବହାର ହେଉଥିବା ଭିଭି ପାଟ ମେସିନ ସମ୍ଭଧ୍ରେ ସମସ୍ତ ତଥ୍ୟ ବୁଝାଇଥିଲେ।ଜଣେ ମତଦାତା ଈଭିଏମ ର ବଟମ  ଦ ବାଇବା ପରେ ଭିଭିଏମ ମେସିନ ରେ ଦେଖି ପାରିବ ସଠିକ ଚିନ୍ନ ଓ ତାଙ୍କର ନାମକୁ।
Byte Sumitra Jena, Gpo BRAHMAGIRI block.
Visual and byte send by mojo kit.
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.