ETV Bharat / sitara

ଆସିଲା ରାନୁଙ୍କ ଆଉ ଏକ ଗୀତ, ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ପୁଣି ଦେଖିବାକୁ ମିଳୁଲା ରାନୁ ମଣ୍ଡଲଙ୍କ ଗୀତ । ହିମେଶଙ୍କ ଫିଲ୍ମରେ ଏହା ତାଙ୍କର ଦ୍ବିତୀୟ ଗୀତ ।

author img

By

Published : Aug 30, 2019, 10:12 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ହିମେଶ ରେଶମିୟା

ମୁମ୍ବାଇ: ଦକ୍ଷତା ମଣିଷକୁ କେଉଁଠାରୁ ନେଇ କେଉଁଠାରେ ପହଞ୍ଚାଏ ତାହାର ଉଦାହରଣ ହେଉଛନ୍ତି ଷ୍ଟେସନ ଗାୟିକା ରାନୁ ମଣ୍ଡଲ । ରେଳ ଷ୍ଟେସନରେ ଗୀତ ଗାଇ ସେ ଏବେ ବଲିଉଡ ଗାୟିକା ସାଜିଛନ୍ତି ।

ନିକଟରେ ସେ ହିମେଶ ରେଶମିୟାଙ୍କ ଆଗାମୀ ଫିଲ୍ମ ‘ହାପ୍ପି ହାର୍ଡୀ ଔର ହୀର’ ପାଇଁ ‘ତେରି ମେରି କାହାନୀ’ ଗୀତ ରେକର୍ଡ କରିଥିଲେ । ଏବେ ତାଙ୍କ ଫ୍ୟାନ ଏହା ଶୁଣି ଖୁସି ହୋଇଯିବେ କି ସେ ଆଉ ଏକ ଗୀତ ଫିଲ୍ମରେ ଗାଇବାକୁ ଯାଉଛନ୍ତି । ଯାହାର ରେକର୍ଡିଂ କରିଛନ୍ତି ରାନୁ ।

ହିମେଶ ଇନଷ୍ଟାଗ୍ରାମରେ ରାନୁଙ୍କ ନୂଆ ଗୀତର ଝଲକ ସେୟାର କରିଛନ୍ତି । ଏହାକୁ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ‘ଐତିହାସିକ ବ୍ଲକବଷ୍ଟର ଗୀତ ତେରି ମେରି କାହାନୀ ପରେ ରାନୁଙ୍କ ସୁନ୍ଦର କଣ୍ଠରେ ଏବେ ଫିଲ୍ମ ହାପ୍ପି ହାର୍ଡୀ ଔର ହୀରର ନୂଆ ଗୀତ ଆଦତ ରେକର୍ଡ କରିଛୁ । ଏହି ଗୀତର ଛୋଟ ଝଲକ । ଆଲାପ ଓ ଓଭର ହି ହାପ୍ପି ହାର୍ଡୀ ଔର ହୀରର ଥିମ । ଆପଣଙ୍କ ପ୍ରେମ ଆଉ ସପୋର୍ଟ ପାଇଁ ଧନ୍ୟବାଦ ।’

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.