ETV Bharat / sitara

'ବ୍ରହ୍ମାସ୍ତ୍ର' ସେଟରୁ ରଣବୀର-ଆଲିଆଙ୍କ ଆଉ ଏକ ଫଟୋ ଭାଇରାଲ - Ranbir Kapoor and Alia Bhatt throwback picture

ବଲିଉଡ କପଲ ରଣବୀର-ଆଲିଆ ଅଭିନୀତ ନୂତନ ଫିଲ୍ମ 'ବ୍ରହ୍ମାସ୍ତ୍ର' ସୁଟିଂ ସେଟରୁ ଆଉ ଏକ ଥ୍ରୋବ୍ୟାକ୍ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ...

Ranbir Kapoor and Alia Bhatt throwback picture from the sets of 'Brahmastra' goes viral on the internet
'ବ୍ରହ୍ମାସ୍ତ୍ର' ସେଟରୁ ରଣବୀର-ଆଲିଆଙ୍କ ଆଉ ଏକ ଥ୍ରୋବ୍ୟାକ୍ ଫଟୋ ହେଲା ଭାଇରାଲ
author img

By

Published : Jun 9, 2020, 8:53 PM IST

ନୂଆଦିଲ୍ଲୀ: ସିନେ ପରଦାକୁ ଆସୁଅଛି ବହୁ ଚର୍ଟ୍ଟିତ ବଲିଉଡ କପଲ ରଣବୀର-ଆଲିଆ ଅଭିନୀତ ନୂତନ ଫିଲ୍ମ 'ବ୍ରହ୍ମାସ୍ତ୍ର' । ସ୍ଥଗିତ ହୋଇ ରହିଥିବା ଏହି ଫିଲ୍ମର ସୁଟିଂ ସେଟରୁ ଆଉ ଏକ ଥ୍ରୋବ୍ୟାକ୍ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହି ଫଟୋରେ ରଣବୀର ବ୍ଲୁ ଜିନ୍ସ ସହିତ ଏକ ଗ୍ରୀନ ରଙ୍ଗର ସାର୍ଟ ପିନ୍ଧିଥିବାବେଳେ ଆଲିଆ ଏକ ନାଲି ପୋଷାକରେ ନଜର ଆସିଛନ୍ତି । ଫଟୋରେ, ରଣବୀର ଆଲିଆଙ୍କ ହାତ ଧରିଥିବାର ଦେଖାଯାଉଛନ୍ତି । ରଣବୀର ଏବଂ ଆଲିଆ ଏହି ଫଟୋରେ ବହତ ସୁନ୍ଦର ଦେଖାଯାଉଛନ୍ତି ।

ଫିଲ୍ମ 'ବ୍ରହ୍ମାସ୍ତ୍ର'ରେ ରଣବୀର ଏବଂ ଆଲିଆଙ୍କ ସମେତ ଅମିତାଭ ବଚ୍ଚନ, ଡିମ୍ପଲ୍ କପାଡିଆ, ନାଗାର୍ଜୁନ ଏବଂ ମୌନି ରୟ ମଧ୍ୟ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି । ଅୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଚଳିତ ବର୍ଷ ଡିସେମ୍ବରରେ ବଡ ପରଦାରେ ଆସିବାର ଯୋଜନା ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.