ETV Bharat / sitara

ଏକାଠି ଦିପାବଳୀ ପାଳିଲେ ରଣବୀର-ଆଲିଆ, ଫଟୋ ଭାଇରାଲ - ଏକାଠି ଦିୱାଲୀ ସେଲିବେଟ୍ର କଲେ ରଣବୀର -ଆଲିଆ

ଚଳିତ ବର୍ଷ ବଲିଉଡର ଫେମସ କପଲ ରଣବୀର କପୁର ଏବଂ ଆଲିଆ ଭଟ୍ଟ ଏକାଠି ଦିୱାଲୀ ସେଲିବେଟ୍ର କରିଛନ୍ତି । ଏବେ ଉଭୟଙ୍କ ଅନେକ ଫଟୋ ଇଣ୍ଟରନେଟରେ ଭାଇରାଲ ହେଉଛି । ଅଧିକ ପଢନ୍ତୁ...

Ranbir Kapoor And Alia Bhatt Diwali Pics
ଏକାଠି ଦିୱାଲୀ ସେଲିବେଟ୍ର କଲେ ରଣବୀର -ଆଲିଆ, ଫଟୋ ଭାଇରାଲ
author img

By

Published : Nov 15, 2020, 5:04 PM IST

ନୂଆଦିଲ୍ଲୀ: ଚଳିତ ବର୍ଷ ବଲିଉଡର ଫେମସ କପଲ ରଣବୀର କପୁର ଏବଂ ଆଲିଆ ଭଟ୍ଟ ଏକାଠି ଦିପାବଳୀ ସେଲିବେଟ୍ର କରିଛନ୍ତି । ଏବେ ଉଭୟଙ୍କ ଅନେକ ଫଟୋ ଇଣ୍ଟରନେଟରେ ଭାଇରାଲ ହେଉଛି ।

ଦୀପାବଳି ସେଲିବେଟ୍ର ସମୟରେ ରଣବୀର ଏବଂ ଆଲିଆ ସେମାନଙ୍କ ରୋଷେୟାମାନଙ୍କ ସହ ଫଟୋ ଉଠାଇଥିବାର ନଜର ଆସିଛନ୍ତି ।

ଫଟୋରେ ଆଲିଆ କଳା ରଙ୍ଗର ଏକ ଅନାରକଲୀ ପୋଷାକ ପିନ୍ଧିଥିବାବେଳେ ରଣବୀର ନାଲି ରଙ୍ଗର କୁର୍ତ୍ତା ପିନ୍ଧିଥିବାର ଦେଖିବାକୁ ମିଳିଛି ।

କୋରୋନା ଭାଇରସ୍ ଲକଡାଉନ୍ ସମୟରେ ଉଭୟ ରଣବୀର ଏବଂ ଆଲିଆ ଏକାଠି ରହୁଥିଲେ ଏବଂ ଦୁହେଁ ଏକାଠି ଦିୱାଲୀ ମଧ୍ୟ ସେଲିବେଟ୍ର କରିଛନ୍ତି ।

ଆଗାମୀ ସମୟରେ, ରଣବୀର ଏବଂ ଆଲିଆଙ୍କୁ ଫିଲ୍ମ ବ୍ରହ୍ମାସ୍ତ୍ରରେ ପ୍ରଥମ ଥର ପାଇଁ ଏକାଠି ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ରଟି ଆୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ । ଏହି ଫିଲ୍ମଟି ଡିସେମ୍ବରରେ ମୁକ୍ତିଲାଭ କରିବ ।

ପ୍ରକାଶ ଥାଉ ଯେ, ଆଲିଆ ଏବଂ ରଣବୀର ଦୁଇ ବର୍ଷରୁ ଅଧିକ ସମୟ ଧରି ପରସ୍ପରକୁ ଡେଟ କରୁଛନ୍ତି । ଦୁହେଁ ପ୍ରାୟତଃ ପାରିବାରିକ ଉତ୍ସବରେ ଏକାଠି ନଜର ଆସନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.