ETV Bharat / sitara

ରାମଲୀଳାକୁ ପର୍ଣ୍ଣ କହିଲେ ପ୍ରକାଶ ରାଜ୍ - ରାମଲୀଳାକୁ ପର୍ଣ୍ଣ କହିଲେ ପ୍ରକାଶ ରାଜ୍

ବିବାଦୀୟ ବୟାନ ଦେଇ ଅଡୁଆରେ ପ୍ରକାଶ ରାଜ୍ । ଭାରତୀୟ ଧର୍ମୀୟ ଭାବନାକୁ ଆଘାତ ଲାଗିପାରେ ପ୍ରକାଶଙ୍କ ବୟାନ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Oct 22, 2019, 11:54 PM IST

ହାଇଦ୍ରାବାଦ: ଅଭିନେତା ପ୍ରକାଶ ରାଜ୍ ବର୍ତ୍ତମାନ ବିବାଦରେ । ଭାରତୀୟ ସଂସ୍କୃତି ରାମଲୀଳାକୁ ପର୍ଣ୍ଣ(ଅଶ୍ଲୀଳ) କହିବା ସହ ଦେଶ ପାଇଁ ବିପଦ ବୋଲି କହିଛନ୍ତି ପ୍ରକାଶ ରାଜ୍ । ଦେଶର ସଂଖ୍ୟାଲଘୁଙ୍କ ପାଇଁ ଏହା ଡର ସୃଷ୍ଟି କରୁଛି ।

ରାମଲୀଳାକୁ ଯେପରି ଭାବେ ଚିତ୍ରଣ କରାଯାଉଛି, ଏହା ଭାରତୀୟ ସଭ୍ୟତା ନୁହେଁ । ଶିଶୁଙ୍କୁ ଏପରି ରାମଲୀଳା ଦେଖିବାକୁ ରୋକିବା ଉଚିତ୍ । ସେ ଏହା ମଧ୍ୟ କହିଥିଲେ କି, ଅନେକ ଲୋକ ରାମଲୀଳାକୁ ଭାରତୀୟ ପରମ୍ପରା କୁହନ୍ତି ଓ ଅନେକ ମଧ୍ୟ ମୋ କଥାରେ ସହମତ ହେବେନି । ମୁଁ ମନ୍ଦିର ଯିବାକୁ ଭାରତୀୟ ସଂସ୍କୃତି ମାନେ କିନ୍ତୁ ରାମଲୀଳାକୁ ନୁହେଁ ବୋଲି କହିଥିଲେ ପ୍ରକାଶ ।

Intro:Body:

BLANK FOR LINK 


Conclusion:

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.