ETV Bharat / sitara

ମାତାପିତାଙ୍କ ସ୍ମୃତିରେ ଭାବୁକ ହେଲେ ରାଜକୁମାର - ରାଜକୁମାର ରାଓ , ମୌନୀ ରାୟଙ୍କ ଅଭିନୀତ ଫିଲ୍ମ

2017ରେ ରାଜକୁମାର ରାଓଙ୍କ ମା'ଙ୍କ ମୃତ୍ୟୁ ଘଟିଥିବା ବେଳେ ଏବର୍ଷ ତାଙ୍କ ପିତାଙ୍କ ଦେହାନ୍ତ ହୋଇଛି । ଯାହାକୁ ନେଇ ଅପସେଟ ନଜର ଆସୁଛନ୍ତି ରାଜକୁମାର । ‘ମେଡ ଇନ ଚାଇନା’ ଟ୍ରେଲର ଲଞ୍ଚିଂ ଇଭେଣ୍ଟରେ ପିତା-ମାତାଙ୍କ କାହାଣୀ ଶୁଣାଇ ଦୁଃଖି ହେଲେ ରାଜକୁମାର ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରାଜକୁମାର ରାଓ
author img

By

Published : Sep 18, 2019, 11:10 PM IST

ମୁମ୍ବାଇ: ରାଜକୁମାର ରାଓ , ମୌନୀ ରାୟଙ୍କ ଅଭିନୀତ ଫିଲ୍ମ ‘ମେଡ ଇନ ଚାଇନା’ର ଟ୍ରେଲର ବୁଧବାର ରିଲିଜ ହୋଇଯାଇଛି । ରାଜକୁମାରଙ୍କ କମେଡି ଅନ୍ଦାଜ ‘ମେଡ ଇନ ଚାଇନା’ର ଟ୍ରେଲରରେ ଦେଖିବାକୁ ମିଳିଛି । ଯାହାକୁ ଖୁବ୍ ପସନ୍ଦ କରିଛନ୍ତି ଦର୍ଶକ । କିନ୍ତୁ ଟ୍ରେଲର ଲଞ୍ଚିଂ ଇଭେଣ୍ଟରେ ଭାବୁକ ନଜର ଆସିଥିଲେ ରାଜକୁମାର ।

କଥାଟି ହେଲା କି କିଛି ଦିନ ପୂର୍ବରୁ ତାଙ୍କ ପିତା ସତ୍ୟାପଲ ଯାଦବଙ୍କ ଦେହାନ୍ତ ହୋଇଥିଲା । ଲଞ୍ଚିଂ ଇଭେଣ୍ଟରେ ପିତାଙ୍କ କାହାଣୀ ସେୟାର କରି ଦୁଃଖି ହୋଇଥିଲେ ରାଜକୁମାର । ସେ କହିଥିଲେ କି ପିତାଙ୍କ ମୃତ୍ୟୁର ପୂର୍ବରୁ ସେ ମେଡିକାଲରେ ଫିଲ୍ମର ଟ୍ରେଲର ପିତାଙ୍କୁ ଦେଖାଇଥିଲେ । ଆଉ ତାଙ୍କ ମୃତ୍ୟୁର ଠିକ୍ ଗୋଟିଏ ଦିନ ପରେ ସେ ନିଜର ଆଗାମୀ ଫିଲ୍ମ ‘ରୁହ ଅଫଜା’ର ସୁଟିଂରେ ଯାଇଥିଲେ ।

2017ରେ ତାଙ୍କ ମା'ଙ୍କର ମଧ୍ୟ ଦେହାନ୍ତ ହୋଇଥିଲା । ସେହି ସମୟରେ ମଧ୍ୟ ରାଜକୁମାର ସୁଟିଂ କରିଥିଲେ। କାରଣ ତାଙ୍କ ପିତା-ମାତା ସବୁବେଳେ ତାଙ୍କୁ ଆକ୍ଟର ରୂପେ ଦେଖିବାକୁ ଚାହୁଁଥିଲେ । ତେଣୁ ସେ ନିଜ ଅଭିନୟ ତାଙ୍କ ମୃତ୍ୟୁ ପରେ ବନ୍ଦ ରଖିବାକୁ ଚାହୁଁନଥିଲେ । ଏହି କାରଣ ପାଇଁ ଏତେ ଦୁଃଖଦ ସମୟରେ ମଧ୍ୟ ସେ ନିଜ କାମ କରିବାକୁ ବାହାରିଯାଇଥିଲେ ବୋଲି କହିଛନ୍ତି ରାଜକୁମାର ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.