ETV Bharat / sitara

କୁଇନଙ୍କ ପ୍ରଶଂସାରେ ଶତମୁଖ ରାଜକୁମାର - ଅଭିନେତ୍ରୀ କଙ୍ଗନା ରଣାୱତ

କାଲି ରିଲିଜ ହେବାକୁ ଯାଉଛି ବହୁ ଚର୍ଚ୍ଚିତ ଫିଲ୍ମ 'ଜଜମେଣ୍ଟାଲ ହେ କ୍ୟା' । ଫିଲ୍ମରେ ମୁଖ୍ୟ ଭୂମିକାରେ କଙ୍ଗନା ଓ ରାଜକୁମାରଙ୍କ କେମେଷ୍ଟ୍ରି ପରଦାରେ ପୁଣି ଦେଖିବେ ଦର୍ଶକ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ
author img

By

Published : Jul 25, 2019, 1:56 PM IST

ମୁମ୍ବାଇ: 'ସ୍ତ୍ରୀ' ଅଭିନେତା ରାଜକୁମାର ରାଓଙ୍କ ଅଭିନୀତ ଫିଲ୍ମ 'ଜଜମେଣ୍ଟାଲ ହେ କ୍ୟା' ଆସନ୍ତା କାଲି ତଥା ଜୁଲାଇ 26ରେ ରିଲିଜ ହେବାକୁ ଯାଉଛି । ଏହାକୁ ନେଇ ଖୁବ୍ ଏକ୍ସାଇଟେଡ ଷ୍ଟାରକାଷ୍ଟ । ଫିଲ୍ମରେ ରାଜକୁମାରଙ୍କ ସହ ବି-ଟାଉନର କୁଇନ କଙ୍ଗନା ରଣାୱତ ମୁଖ୍ୟ ଭୂମିକାରେ ନଜର ଆସିବେ ।

ରିଲିଜ ପୂର୍ବରୁ ଫିଲ୍ମର ପ୍ରମୋଶନରେ ବ୍ୟସ୍ତ ଥିବା ରାଜକୁମାର ନିଜ କୋ-ଷ୍ଟାର କଙ୍ଗନାଙ୍କୁ ନେଇ ବଡ ଖୁଲାସା କରିଛନ୍ତି । ସେ ପ୍ରମୋଶନରେ କହିଥିଲେ କି କଙ୍ଗନା ଜଣେ ଶାନଦାର ଅଭିନେତ୍ରୀ ଆଉ ତାଙ୍କ ସହ କାମ କରିବା ସବୁବେଳେ ମଜାଦାର ହୋଇଥାଏ ।

ତାଙ୍କୁ ଯେତେବେଳେ ପ୍ରଶ୍ନ କରାଗଲା କି 'ଜଜମେଣ୍ଟାଲ ହେ କ୍ୟା' ମେକିଂ ସମୟରେ ତାଙ୍କୁ କେବେ ଅନୁଭବ ହୋଇଛି କି କଙ୍ଗନା ନିର୍ଦ୍ଦେଶନାରେ ପ୍ରବେଶ କରି ଫିଲ୍ମର ଡାଇଲଗ ବଢାଇବାରେ ଚେଷ୍ଟା କରିଛନ୍ତି । ଏହାର ଜବାବରେ ସେ କହିଥିଲେ କି ମେକିଂ ସମୟରେ ସେ କେବେ ମଧ୍ୟ କଙ୍ଗନାଙ୍କୁ ନେଇ ଏପରି କିଛି ଅନୁଭବ କରିନଥିଲେ । ଅନସେଟରେ ମଧ୍ୟ ତାଙ୍କୁ ଏପରି ଲାଗିନଥିଲା । କଳାକାର ରୂପେ ସେ ଦୁଇଜଣ ସିନ୍ସ ପାଇଁ ନିର୍ଦ୍ଦେଶକଙ୍କ ସହ କଥାବାର୍ତ୍ତା କରୁଥିଲୁ । କଙ୍ଗନା ନିଜ କାମକୁ ନେଇ ପ୍ୟାଶେନେଟ । ଯେବେ ପରଫର୍ମନ୍ସ କଥା ଆସେ ତେବେ ସେ ସବୁ ଜିନିଷକୁ ଗମ୍ଭୀରତା ରୂପେ ନିଅନ୍ତି ।

ସେ କଙ୍ଗନାଙ୍କ ସହ ଯେବେ ମଧ୍ୟ କାମ କରିଛନ୍ତି ତେବେ ସେ ସବୁବେଳେ ଶାନଦାର ଅନୁଭବ କରନ୍ତି । ଗ୍ରେଟ ଟ୍ୟାଲେଣ୍ଟସ ସହ କାମ କରିବା ସବୁବେଳେ ମଜାଦାର ହୁଏ ବୋଲି କହିଛନ୍ତି ରାଜକୁମାର ।

Intro:Body:

TEST

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.