ETV Bharat / sitara

ତାମିଲନାଡୁ ରିଲିଫ ପାଣ୍ଠିକୁ 50 ଲକ୍ଷ ଦେଲେ ଥଲାଇଭା - ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ନ୍ୟୁଜ

ରଜନୀକାନ୍ତଙ୍କ ମହାନତା । ପୁଣିଥରେ ଦାନ କରି ଚର୍ଚ୍ଚାରେ ଅଭିନେତା । ଏଥର ଟିଏନଏମ ପବ୍ଲିକ ରିଲିଫ ପାଣ୍ଠିକୁ 50 ଲକ୍ଷ ଟଙ୍କା ଚେକ୍ ଦେଇଛନ୍ତି ସେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଟ୍ବିଟର@ଏଏନଆଇ
ଫଟୋ ସୌଜନ୍ୟ: ଟ୍ବିଟର@ଏଏନଆଇ
author img

By

Published : May 18, 2021, 9:45 AM IST

ଚେନ୍ନାଇ: ସୋମବାର ସୁପରଷ୍ଟାର ରଜନୀକାନ୍ତ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କୁ ଭେଟି କୋଭିଡ -19 ରିଲିଫ ପାଇଁ ଟିଏନଏମ ପବ୍ଲିକ ରିଲିଫ ପାଣ୍ଠିକୁ 50 ଲକ୍ଷ ଟଙ୍କା ଚେକ୍ ପ୍ରଦାନ କରିଛନ୍ତି।

  • Chennai: Actor Rajinikanth handed over Rs 50 lakhs for COVID relief fund to Tamil Nadu Chief Minister MK Stalin at the secretariat

    "I appealed to the people to strictly follow COVID restriction favoured by the govt to control the pandemic," said Rajinikanth pic.twitter.com/KFrzT4xSXZ

    — ANI (@ANI) May 17, 2021 " class="align-text-top noRightClick twitterSection" data=" ">

ସେହିପରି ବର୍ତ୍ତମାନ ସୋସିଆଲ ମିଡିଆରେ ଷ୍ଟାଲିନଙ୍କୁ ଚେକ୍ ଦେଇଥିବା ବେଳେ ରଜନୀଙ୍କ ଫଟୋ ଖୁବ୍ ଭାଇରାଲ ହେଉଛି । ଯାହାର ପ୍ରଶଂସା କରୁଥିବାର ନଜର ଆସୁଛନ୍ତି ଫ୍ୟାନ୍ସ ।

ପ୍ରକାଶ ଥାଉକି କୋରୋନାର ଦ୍ବିତୀୟ ଲହର ସହ ଲଢୁଛି ଦେଶ । ସେପଟେ ଏହି ଘଡିସନ୍ଧି ମୁହୂର୍ତ୍ତରେ ଅନେକ ସେଲିବ୍ରିଟି ଦେଶବାସୀଙ୍କ ସାହାଯ୍ୟ କରୁଛନ୍ତି । ରଜନୀଙ୍କ ବ୍ୟତୀତ ସୋନୁ ସୁଦ, ସଲମାନ ଖାନ, ଅକ୍ଷୟ କୁମାର, ଟ୍ବିଙ୍କଲ ଖନ୍ନା ଭଳି ସେଲିବ୍ରିଟି କ୍ରମାଗତ ଭାବେ ଅଭାବୀଙ୍କ ସେବାରେ ଲାଗିଛନ୍ତି। ସେହିପରି ନିକଟରେ ରଜନୀ ଭ୍ୟାକ୍ସିନର ଦ୍ବିତୀୟ ଡୋଜ ନେଇ ଫ୍ୟାନ୍ସଙ୍କୁ ଟିକା ନେବାକୁ ଅନୁରୋଧ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.