ETV Bharat / sitara

ଶିଳ୍ପା@45, ରୋମାଣ୍ଟିକ ନୋଟ ଲେଖିଲେ ରାଜ୍

author img

By

Published : Jun 8, 2020, 4:07 PM IST

45 ବର୍ଷରେ ପଦାର୍ପଣ କଲେ ଲୋକପ୍ରିୟ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ସୋସିଆଲ ମିଡିଆରେ ଛୁଟିଲା ଶୁଭେଚ୍ଛାର ବାର୍ତ୍ତା ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶିଳ୍ପା ସେଟ୍ଟୀ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶିଳ୍ପା ସେଟ୍ଟୀ

ମୁମ୍ବାଇ: ସେକ୍ସୀ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଆଜି 45ତମ ଜନ୍ମଦିନ । ଏହି ସ୍ପେଶାଲ ଡେକୁ ଆହୁରି ଖାସ୍ କରିଛନ୍ତି ତାଙ୍କ ସ୍ବାମୀ ରାଜ କୁନ୍ଦ୍ରା । ସେ ପତ୍ନୀଙ୍କ ବର୍ଥଡେରେ ଏକ ସ୍ପେଶାଲ ଭିଡିଓ ସେୟାର କରି ଚର୍ଚ୍ଚାରେ । ଭିଡିଓରେ ଶେ ଶିଳ୍ପାକୁ ଜନ୍ମଦିନ ଶୁଭେଚ୍ଛା ଦେବା ସହ ତାଙ୍କ ଜୀବନରେ ଶିଳ୍ପାଙ୍କ କଣ ଅସ୍ତିତ୍ବ ତାହା ମଧ୍ୟ ଫ୍ୟାନ୍ସଙ୍କୁ ଜଣାଇଛନ୍ତି ।

  • mbed.js">" class="align-text-top noRightClick twitterSection" data="
    mbed.js">">
    mbed.js">

ଇନଷ୍ଟାଗ୍ରାମରେ ଭିଡିଓ ସେୟାର କରି ରାଜ ଲେଖିଛନ୍ତି, ‘ମୋ ପ୍ରିୟ ପତ୍ନୀଙ୍କ ପାଇଁ । ତୁମେ ସେହି ମହିଳା ଯିଏ ମୋ ଖୁସିକୁ ନିଜ ପ୍ରେମରେ ସୁଧାରିଛ । କେବଳ ତୁମ ମୁହଁରେ ହସ ଦେଖି ମୋ ଦିନ ଭଲ ହୋଇଯାଇଛି । ତୁମେ କେବଳ ମୋ ପିଲାଙ୍କ ମା' ନୁହେଁ ବରଂ ମୋ ଜୀବନର ଏବଂ ମୋ ହୃଦୟର ରାଣୀ । ମୁଁ ତୁମଙ୍କୁ ଏହି ଶବ୍ଦଠୁ ମଧ୍ୟ ଅଧିକ ପ୍ରେମ କରୁଛି । ହାପି ବର୍ଥଡେ ମୋ ଜାନ୍ ।’

ସ୍ବାମୀଙ୍କ ଏହି ରୋମାଣ୍ଟିକ ନୋଟ ଶିଳ୍ପାଙ୍କ ପାଇଁ ଶାନଦାର ବର୍ଥଡେ ଗିଫ୍ଟ ସାଜିଛି । ରାଜଙ୍କ ବ୍ୟତୀତ ଶିଳ୍ପାଙ୍କ ଭଉଣୀ ତଥା ଅଭିନେତ୍ରୀ ସମିତା ସେଟ୍ଟୀ ମଧ୍ୟ ସୋସିଆଲ ମିଡିଆରେ ଭଉଣୀଙ୍କୁ ସ୍ପେଶାଲ ୱିଶ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.