ETV Bharat / sitara

ଟ୍ରେଲରରେ ରାହୁଲଙ୍କ ଅପମାନ, କ୍ଷମା ଦାବି କଲେ ୟୁଜର୍ସ

author img

By

Published : Oct 10, 2019, 11:02 AM IST

ପୁଣି ସୋସିଆଲ ମିଡିଆରେ କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧୀଙ୍କୁ ଅପମାନ । ଏଥର କୌଣସି ବିଜ୍ଞାପନ ନୁହେଁ ବରଂ ଲୋକପ୍ରିୟ କନ୍ନଡ ଅଭିନେତା ଜଗେଶଙ୍କ ଫିଲ୍ମ ‘ରଙ୍ଗନାୟକ’ ଟ୍ରେଲରରେ କରାଯାଇଛି । ଯାହାକୁ ନେଇ କ୍ରୋଧିତ ୟୁଜର୍ସ ।

ଡିଜାଇନ ଫଟୋ

ହାଇଦ୍ରାବାଦ: ଗତ କାଲି ବିଜେପି ନେତା ତଥା ଫେମସ କମେଡି ଅଭିନେତା ଜଗେଶଙ୍କ ଅଭିନୀତ କନ୍ନଡ ଫିଲ୍ମ ‘ରଙ୍ଗନାୟକ’ ମସ୍ତିଭରା ଟ୍ରେଲର ରିଲିଜ ହୋଇଯାଇଛି । କିନ୍ତୁ ମେକର୍ସଙ୍କୁ ଲାଗୁଥିଲା କି ଟ୍ରେଲରଟିକୁ ଦର୍ଶକ ଖୁବ୍ ପସନ୍ଦ କରିବେ । କିନ୍ତୁ ସୋସିଆଲ ମିଡିଆରେ ହୋଇଛି ଏହାର ସମ୍ପୂର୍ଣ୍ଣ ବିପରୀତ । ଆଜ୍ଞା ହଁ, ବର୍ତ୍ତମାନ ଫିଲ୍ମ ଟ୍ରେଲରକୁ ସୋସିଆଲ ମିଡିଆ ନକାରତ୍ମକ ପ୍ରତିକ୍ରିୟା ମିଳିବାରେ ଲାଗିଛି । କାରଣ ଫିଲ୍ମରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନାମକୁ ଅଶ୍ଳୀଳ ଭାବେ ଉଚାରଣ କରାଯାଇଛି ।

  • " class="align-text-top noRightClick twitterSection" data="">

‘ରଙ୍ଗନାୟକ’ର ପ୍ରମୋଶନାଲ ଭିଡିଓକୁ ଯେଉଁଠାରେ ଦର୍ଶକଙ୍କ ପ୍ରଶଂସା ମିଳିଥିଲା ଆଜି ସେହିଠାରେ ଫିଲ୍ମ ବିବାଦ ଘେରରେ ଆସିଯାଇଛି । ଏବେ ସୋସିଆଲ ମିଡିଆ ୟୁଜର୍ସ ଏହାକୁ ଆଧାର କରି ଖୁବ୍ ରାଗି ଯାଇଛନ୍ତି । ଆଉ ଫିଲ୍ମ ନିର୍ଦ୍ଦେଶକଙ୍କ କ୍ଷମା ଦାବି କରିଛନ୍ତି ।

photo
ଫଟୋ ସୌଜନ୍ୟ: ୟୁଟ୍ୟୁବ

ଖାଲି ଏତିକି ନୁହେଁ ଟ୍ରେଲରରେ ଜଗେଶ ପଲଟିକାଲ ଏଜେଣ୍ଡା ପରି ନଜର ଆସୁଛନ୍ତି । ସେ କଂଗ୍ରେସ ହାତକୁ ଛାଡି ବିଜେପି ପଦ୍ମ ଧରୁଛନ୍ତି । ପ୍ରକାଶ ଥାଉକି କିଛି ବର୍ଷ ପୂର୍ବେ ଜଗେଶ ବିଜେପିରେ ସାମିଲ ହୋଇଥିଲେ । ଏବର୍ଷ ସାଧାରଣ ନିର୍ବାଚନରେ ଜଗେଶ ୟଶବନ୍ତପୁରରୁ ବିଧାନସଭାରୁ ହାରିଥିଲେ ।

Intro:Body:

Bengaluru: BJP leader and famous comedy hero Jaggesh starer Ranganayaka trailer which released yesterday making Negative sound in social media.

The piece of promotional video seek huge public attention now facing a controversy that insulted AICC leader Rahul gandhi.

In the same trailer a Man mention Rahul gandi (ass in Local Hindi) instead of Gandhi. Some of social media users angry over the issue and demand for apology form director. 

The trailer also indicates Jaggesh political ajendas as he chosen BJP take aside congress. Jaggesh who was active politician in congress joined BJP few years ago. He lost in recent general election from Yashavantapura constituency.

Youtube link: https://www.youtube.com/watch?v=iQjHpDHxnf8

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.