ETV Bharat / sitara

ସିକ୍ରେଟ ସିନ ପାଇଁ ଓଜନ ବଢାଇବେ ରାହୁଲ ଦେବ

author img

By

Published : Apr 4, 2020, 5:32 PM IST

ଅଭିନେତା ରାହୁଲ ଦେବ ବର୍ତ୍ତମାନ ୱେବ ସିରିଜ 'ହୁ ଇଜ ଇୟୋର ଡାଡି?'ରେ ନଜର ଆସୁଛନ୍ତି । ଅଭିନେତା ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ପାଇଁ ଅଭିନେତା ଜିମର ବ୍ୟବହାର ନକରି ତିନି କିଲୋ ଓଜନ ବୃଦ୍ଧି କରିବେ । ଆହୁରି ପଢନ୍ତୁ...

rahul dev to put on 3 kilos of muscle for next film
ତିନି କିଲୋ ମାଂସପେଶୀ ବୃଦ୍ଧି କରିବେ ରାହୁଲ ଦେବ

ମୁମ୍ବାଇ: ଅଭିନେତା ରାହୁଲ ଦେବ ତାଙ୍କ ଆଗାମୀ ପ୍ରୋଜେକ୍ଟ ପାଇଁ ତିନି କିଲୋ ମାଂସପେଶୀ ବୃଦ୍ଧି କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ସେ ବର୍ତ୍ତମାନ ୱେବ ସିରିଜ 'ହୁ ଇଜ ଇୟୋର ଡାଡି?'ରେ ନଜର ଆସୁଛନ୍ତି ।

ରାହୁଲ ଦେବ 'ହୁ ଇଜ ଇୟୋର ଡାଡି?'ରେ ଅଭିନୟ କରି ବହୁତ ଖୁସି ଅଟନ୍ତି । ଏହା ଏକ ଅତ୍ୟନ୍ତ ମଜାଦାର ୱେବ ସିରିଜ । ଲୋକମାନେ ଏହାକୁ ବହୁତ ଉପଭୋଗ ମଧ୍ୟ କରୁଛନ୍ତି । ବର୍ତ୍ତମାନ ସମୟରେ ଲୋକଙ୍କୁ ହସାଇବା ଏକ ମହର୍ତ୍ତ୍ବପୂର୍ଣ୍ଣ କାମ ଅଟେ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, "ପରବର୍ତ୍ତୀ ପ୍ରୋଜେକ୍ଟରେ ମୋତେ ବହୁତ କଷ୍ଟ କରିବାକୁ ପଡିବ। ମୁଁ ମୋର ଚରିତ୍ର ବିଷୟରେ ଅଧିକ କିଛି କହି ପାରିବି ନାହିଁ । ମୁଁ ମୋର ଶାରୀରିକ ପରିବର୍ତ୍ତନ ପାଇଁ ଜିମର ବ୍ୟବହାର ନକରି ମତେ ତିନି କିଲୋ ମାଂସପେଶୀ ବୃଦ୍ଧି କରିବାକୁ ପଡିବ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ମୋର କ୍ୟାରିୟରର ବିଭିନ୍ନ ଚରିତ୍ରମାନଙ୍କ ପାଇଁ ମୁଁ ବହୁତ ପରିଶ୍ରମ କରିଥାଏ । ମୁଁ ନିଜକୁ ଭାଗ୍ୟବାନ ମନେ କରେ ଯେ ମୁଁ ଜଣେ କଳାକାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.