ETV Bharat / sitara

ପାକିସ୍ତାନୀ ଆଉଟ, ଭାରତୀୟ ଇନ

କିଛିଦିନ ତଳେ ଫିଲ୍ମ ହିନ୍ଦୀ ମିଡିୟମର ସିକ୍ବେଲ ପାଇଁ ଇରଫାନ ଖାନ କାଳେ ଭାରତ ଫେରିଛନ୍ତି ବୋଲି ଚାଲିଥିଲା ଚର୍ଚ୍ଚା । ଫିଲ୍ମକୁ ନେଇ ନିର୍ମାତା ନିଜର ପ୍ରସ୍ତୁତି ଆରମ୍ଭ କରିଥିବାବେଳେ ଫିଲ୍ମରେ ଏଥର ମୁଖ୍ୟ ଅଭିନେତ୍ରୀ ଭାବରେ କିଏ ନଜର ଆସିବେ ଜାଣନ୍ତି କି ?

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Feb 18, 2019, 12:00 AM IST

ମୁମ୍ବାଇ: କିଛିଦିନ ତଳେ ଫିଲ୍ମ ହିନ୍ଦୀ ମିଡିୟମର ସିକ୍ବେଲ ପାଇଁ ଇରଫାନ ଖାନ କାଳେ ଭାରତ ଫେରିଛନ୍ତି ବୋଲି ଚାଲିଥିଲା ଚର୍ଚ୍ଚା । ଫିଲ୍ମକୁ ନେଇ ନିର୍ମାତା ନିଜର ପ୍ରସ୍ତୁତି ଆରମ୍ଭ କରିଥିବାବେଳେ ଫିଲ୍ମରେ ଏଥର ମୁଖ୍ୟ ଅଭିନେତ୍ରୀ ଭାବରେ କିଏ ନଜର ଆସିବେ ଜାଣନ୍ତି କି ?

ସୁତ୍ରାନୁଯାୟୀ, ଫିଲ୍ମ 'ହିନ୍ଦୀ ମିଡିୟମ 2' ପାଇଁ ଇରଫାନଙ୍କ ବିପକ୍ଷରେ ଅଭିନେତ୍ରୀ ରାଧିକା ଆପ୍ଟେଙ୍କୁ ଆପ୍ରୋଚ କରାଯାଇଛି । ଫିଲ୍ମରେ ରାଧିକା ଇରଫାନଙ୍କ ପତ୍ନୀଙ୍କ ଭୂମିକାରେ ନଜର ଆସିବେ । ଏହାଛଡା ଫିଲ୍ମରେ ଇରଫାନଙ୍କ ଝିଅଙ୍କ ଭୂମିକା ପାଇଁ ଅଭିନେତ୍ରୀ ରାଧିକା ମଦାନଙ୍କୁ ନେବା ପାଇଁ କଥାବାର୍ତ୍ତା ଚାଲିଛି ।

ପ୍ରକାଶ ଥାଉକି, ଦୀର୍ଘଦିନ ଧରି ନ୍ୟୁରୋଏଣ୍ଡୋକ୍ରାଇନ ଟ୍ୟୁମରରେ ପିଡୀତ ଇରଫାନ ପ୍ରାୟ ବର୍ଷେ ଲଣ୍ଡନରେ ଚିକିତ୍ସା କରାଇବାପରେ ଏବେ ଫେରିଛନ୍ତି ଭାରତ । କିନ୍ତୁ ଏବେବି ତାଙ୍କର ଚିକିତ୍ସା ଚାଲୁ ରହିଥିବାରୁ ସେ ଆରାମ କରିବାକୁ ପରାମର୍ଶ ପାଇଛନ୍ତି । ତେବେ ଫିଲ୍ମ ହିନ୍ଦୀ ମିଡିୟମରେ ଇରଫାନଙ୍କ ସହ ପାକିସ୍ତାନୀ ଅଭିନେତ୍ରୀ ସବା କମର ନଜର ଆସିଥିଲେ । କିନ୍ତୁ ପୁଲୱାମା ଆକ୍ରମଣକୁ ଆଧାର କରି ଏବେ ନିର୍ମାତା ତାଙ୍କୁ ଫିଲ୍ମରେ ନେବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି ।

Intro:Body:

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.