ETV Bharat / sitara

ରୋମିଓ-ଜୁଲିଏଟ ଅନ୍ଦାଜରେ ପ୍ରିୟଙ୍କା-ନିକ

ରୋମାଣ୍ଟିକ କପଲଙ୍କ ରୋମାଣ୍ଟିକ ଅନ୍ଦାଜ । ରୋମିଓ-ଜୁଲିଏଟଙ୍କ ପୋଜରେ ନଜର ଆସିଛନ୍ତି ପ୍ରିୟଙ୍କା-ନିକ । ମ୍ୟୁଡିକ କନସର୍ଟରେ ପ୍ରିୟଙ୍କା-ନିକଙ୍କ ନୂଆ ଲୁକ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/priyanka chopra jonash
author img

By

Published : Jun 3, 2019, 2:18 PM IST

ହାଇଦ୍ରାବାଦ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ପତି ନିକ ଜୋନାସଙ୍କ ସହ ସମୟ ବିତଉଛନ୍ତି । କିଛିଦିନ ତଳେ ପ୍ରିୟଙ୍କା ଲଣ୍ଡନରେ ଡିନର ଡେଟରେ ଯାଇଥିବା ବେଳେ ଏବେ ପ୍ରିୟଙ୍କାଙ୍କୁ ଏକ ରେଡିଓ କନସର୍ଟରେ ନଜର ଆସିଥିଲେ । ସାଥିରେ ଥିଲେ ନିକ ଜୋନାସ ।

କାଲିଫୋର୍ନିୟାରେ ଆୟୋଜିତ ହେଇଥିବା ଏହି କନସର୍ଟରେ ଜୋନାସ ବ୍ରଦର୍ସ ଗୀତ ପରିବେଷଣ କରିଥିଲେ । ପ୍ରିୟଙ୍କା ନିଜ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଥିଲେ ଏଥିରେ ରୋମିଓ-ଜୁଲିଏଟ ପରି ନିକ ବାଲକୋନିରେ ପେପର କପ ଧରି ଠିଆ ହୋଇଥିବା ବେଳେ ପ୍ରିୟଙ୍କା ତଳେ ଠିଆ ହୋଇ ନିକଙ୍କୁ ଚାହିଁଛନ୍ତି ।

ପ୍ରିୟଙ୍କାଙ୍କୁ ବ୍ରାଇଟ ୟେଲୋ ଲୁକରେ ନଜର ଆସିଥିବା ବେଳେ ନିକ ବ୍ଲାକ ଫର୍ମାଲରେ ନଜର ଆସିଛନ୍ତି । ପ୍ରକାଶ ଥାଉକି, ପ୍ରିୟଙ୍କା ଲଣ୍ଡନକୁ ଡିନର ଡେଟରେ ଯାଇଥିବାବେଳେ ମିଡିଆରେ ପ୍ରଚାର ହୋଇଥିଲା ସେ ତାଙ୍କ ସାଙ୍ଗ ମେଘନା ମାର୍କେଲଙ୍କୁ ଦେଖା କରିବାକୁ ଯାଇଛନ୍ତି ମାତ୍ର ପରେ ପ୍ରିୟଙ୍କା ଟ୍ବିଟ କରି ସମସ୍ତଙ୍କ ଅନୁମାନକୁ ମିଛ ବୋଲି ପ୍ରମାଣିତ କରିଥିଲେ ।

Intro:Body:

dfdddh

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.