ETV Bharat / sitara

ଯୌନ ନିର୍ଯାତନର ଶିକାର ହୋଇସାରିଛନ୍ତି ଦେଶୀ ଗର୍ଲ - sexual harassment

10ତମ Annual Women in the world summitରେ ସାମିଲ ହୋଇଥିଲେ ହୋଇଥିଲେ ପ୍ରିୟଙ୍କା ଚୋପ୍ରା । ସେଠାରେ ସେ ଯୌନ ନିର୍ଯାତନ ବିଷୟରେ ମନ ଖୋଲି କଥା ହୋଇଥିବାର ନଜର ଆସିଥିଲେ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ପ୍ରିୟଙ୍କା ଚୋପ୍ରା
author img

By

Published : Apr 15, 2019, 10:42 PM IST

ମୁମ୍ବାଇ: ବଲିଉଡର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ନିକଟରେ ନ୍ୟୁୟର୍କରେ ଆୟୋଜିତ ହୋଇଥିବା 10ତମ Annual Women in the world summitରେ ସାମିଲ ହୋଇଥିଲେ । ସେଠାରେ ସେ ଯୌନ ନିର୍ଯାତନ ବିଷୟରେ ଆଲୋଚନା କରି ଉପସ୍ଥିତ ଥିବା ଲୋକଙ୍କ ସହ ନିଜର ଅନୁଭୂତି ସେୟାର କରିଥିଲେ । ପ୍ରିୟଙ୍କାଙ୍କୁ ଯୌନ ନିର୍ଯାତନ ଉପରେ ପ୍ରଶ୍ନ କରାଯିବାକୁ ସେ ସ୍ପଷ୍ଟ ରୂପେ ତ କିଛି କହିନଥିଲେ ତଥାପି ସେ କହିଥିଲେ କି ଯୌନ ଶୋଷଣ ପ୍ରାୟତଃ ସମସ୍ତଙ୍କ ସହ ହୋଇଥାଏ ।

ପ୍ରିୟଙ୍କାଙ୍କୁ ଯେତେବେଳେ କୌଣସି ଘଟଣା ବିଷୟରେ ପ୍ରଶ୍ନ କରାଯାଇଥିଲା ତ ସେ ସଙ୍ଗେ ସଙ୍ଗେ ନିଜ ହାତ ଉଠାଇ କରିଥିଲେ କି ଆଜି #Metoo ଭଳି ଅଭିଯାନ ଜରିଆରେ ଆମେ ଆମ କଥା କହିପାରିବା । ଆମେ ଆମ କାହାଣୀ କହୁଥିବା ସମୟରେ ଏପରି ଲାଗୁନାହିଁ କି ଆମେ ଏକୁଟିଆ ଅଛୁ ବୋଲି ।

ପ୍ରିୟଙ୍କା ବିନା କାହାର ନାମ ନେଇ କହିଥିଲେ କି ଏହି ରୁମରେ ଉପସ୍ଥିତ ଥିବା ସବୁ ମହିଳାଙ୍କ ସହ ଯୌନ ନିର୍ଯାତନ ହୋଇଛି । ଏମିତି ଲାଗୁଛି ଯେ ମହିଳାଙ୍କ ସହ ଯୌନ ଶୋଷଣ ଶବ୍ଦ ସମ୍ପୃକ୍ତ ପୂର୍ବରୁ ରହିଆସୁଛି । ପୂର୍ବରୁ ମହିଳାଙ୍କ ସ୍ବର ଦବିଯାଇଥିଲା । କିନ୍ତୁ ଏବେ ପରସ୍ପରକୁ ସପୋର୍ଟ କରିବା ପାଇଁ ଲୋକ ଆମକୁ ଆଉ ଚୁପ କରିପାରୁନାହାଁନ୍ତି । ଏହାକୁ ଦେଖି ମହିଳାଙ୍କ ସାହସ ଧୀରେ ଧିରେ ବଢିବାରେ ଲାଗିଛି ।

ସେ ନିଜକୁ ମଧ୍ୟ ଯୌନ ନିର୍ଯାତନାର ପୀଡିତା ମାନି କହିଥିଲେ କି ତାଙ୍କ ଅନୁଯାୟୀ ସେଠାରେ ଉପସ୍ଥିତ ଥିବା ମହିଳା ନିହାତି ଯୌନ ନିର୍ଯାତନା ଦେଇ ଗତି କରିସାରିଥିଲେ । ଆମେ ସବୁବେଳେ ସ୍ବର ଉଠାଇଥିଲୁ ପାର୍ଥକ୍ୟ ଏତିକି ଥିଲା କି କେହି ଶୁଣୁନଥିଲେ । ଏବେ ତାଙ୍କର ପାଖରେ କୌଣସି କାହାଣୀ ଅଛି ଯଦି ତେବେ ଲେ ଏକୁଟିଆ ନାହାଁନ୍ତି କିମ୍ବା ସେ ଲଜ୍ଜିତ ମଧ୍ୟ ନୁହଁନ୍ତି ।

Intro:Body:

ଭୁବନେଶ୍ବର: ବିଜେପି ହିଂସାକୁ ଉସୁକାଉଛି । ରାଜ୍ୟରେ ଅପରାଧିକ ବାତାବରଣ ପାଇଁ ବିଜେପି ଚେଷ୍ଟା କରୁଛି । ଖୋର୍ଦ୍ଧାରେ ବିଜେପି ନେତା ମଙ୍ଗୁଳି ଜେନାଙ୍କୁ ହତ୍ୟା ଘଟଣାରେ ପାଲଟା ଜବାବ ଦେଇ ବିଜେଡି ପକ୍ଷରୁ ଏହା କୁହାଯାଇଛି। 

ବିଜେଡି ପକ୍ଷରୁ କୁହାଯାଇଛି ଯେ, 'ମଙ୍ଗୁଳି ଜେନାଙ୍କୁ ହତ୍ୟା ଘଟଣା ଦୁର୍ଭାଗ୍ୟଜନକ । ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖବନ୍ଧରେ ଅହିଂସା ରଖିବାକୁ ପ୍ରସ୍ତାବ ପାରିତ କରାଇଛନ୍ତି । ରାଜ୍ୟରେ ଅପରାଧିକ ବାତାବରଣ ପାଇଁ ବିଜେପି ଚେଷ୍ଟା କରୁଛି । 

ବିହାର ଓ ମଧ୍ୟପ୍ରଦେଶ ଅବସ୍ଥା ଏଠାରେ ସୃଷ୍ଟି କରିବାକୁ ବିଜେପି ଚେଷ୍ଟା କରୁଛି ।  ପ୍ରମାଣ ନଥାଇ ରାଜନୈତିକ ଆକ୍ଷେପ କରାନଯାଉ।  ୨୦୦୦ରୁ ୨୦୧୫-୧୬ ପର୍ଯ୍ୟନ୍ତ ହିଂସା ନଥିଲା ।  ଏବେ ବିଜେପି ରାଜ୍ୟରେ ହିଂସାକୁ ଉସୁକାଉଛି ବୋଲି ବିଜେଡି ପକ୍ଷରୁ କୁହାଯାଇଛି'। 

ସୂଚନାଯୋଗ୍ୟ, ରବିବାର ବିଳମ୍ବିତ ରାତିରେ ଖୋର୍ଦ୍ଧା ବିଜେପି କାର୍ଯ୍ୟାଳୟ ନିକଟରେ ବିଜେପି ମଣ୍ଡଳ ସଭାପତି ମଙ୍ଗୁଳି ଜେନାଙ୍କୁ ଗୁଳିକରି ହତ୍ୟା କରିଥିଲେ ଦୁର୍ବୃତ୍ତ। ଏହାପରେ ଆରମ୍ଭ ହୋଇଯାଇଛି ରାଜନୈତିକ ବାକଯୁଦ୍ଧ। ଏହି ହତ୍ୟାକାଣ୍ଡରେ ବିଜେପି ବିଜେଡି ଆଡକୁ ଇଙ୍ଗିତ କରୁଥିବାବେଳେ ବିଜେଡି ମଧ୍ୟ ପାଲଟା ଜବାବ ଦେଇ ଆକ୍ରମଣ କରିଛି।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.