ETV Bharat / sitara

19 ବର୍ଷରେ ‘ମିଶନ କଶ୍ମୀର’, ସେଲିବ୍ରେଟ କଲେ ପ୍ରୀତି - ‘ମିଶନ କଶ୍ମୀର’ ପପୁଲାର ଗୀତ ‘ବୁମରୋ ବୁମରୋ’

2000ରେ ରିଲିଜ ହୋଇଥିବା ହ୍ରିତିକ ଓ ପ୍ରୀତିଙ୍କ ହିଟ୍ ଫିଲ୍ମ ‘ମିଶନ କଶ୍ମୀର’ ଲୋକପ୍ରିୟ ଗାତ ଟ୍ବିଟରରେ ସେୟାର କରି ଡାନ୍ସ କଲେ ପ୍ରୀତି । 19 ବର୍ଷ ପୂରଣ ଅବସରରେ ସେଲିବ୍ରେଶନ ମୁଡରେ ନଜର ଆସିଲେ।

ଡିଜାଇନ ଫଟୋ
author img

By

Published : Oct 28, 2019, 1:32 PM IST

ମୁମ୍ବାଇ: ସୁପରଷ୍ଟାର ହ୍ରିତିକ ରୋଶନ ଓ ପ୍ରୀତି ଜିଣ୍ଟାଙ୍କ ଅଭିନୀତ ଫିଲ୍ମ ‘ମିଶନ କଶ୍ମୀର’ ରିଲିଜକୁ ରବିବାର 19 ବର୍ଷ ପୂରଣ ହୋଇଛି । ଦୀପାବଳି ଅବସରରେ ପ୍ରୀତି ଡବଲ ସେଲିବ୍ରେଶନ କରିଥିଲେ । ସେ ସୋସିଆଲ ମିଡିଆରେ ନିଜ ଫିଲ୍ମର ‘ବୁମରୋ ବୁମରୋ’ ଗୀତ ସେୟାର କରି 19 ବର୍ଷ ପୂରଣ ଅବସରରେ ସେଲିବ୍ରେଟ କରିଛନ୍ତି ।

tweet
ଫଟୋ ସୌଜନ୍ୟ: ଟ୍ବିଟର@ପ୍ରୀତି ଜିଣ୍ଟା

‘ଭୀର-ଜାରା’ ଅଭିନେତ୍ରୀ ପ୍ରୀତି ନିଜ ଟ୍ବିଟରରେ ଗୀତର ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ମିଶନ କଶ୍ମୀର କେବଳ ଫିଲ୍ମ ନଥିଲା, ତାଙ୍କ ପାଇଁ ଶାନଦାର ଅନୁଭୂତି ମଧ୍ୟ ଥିଲା । ଧନ୍ୟବାଦ ବିଧୁ ବିନୋଦ ଚୋପ୍ରା ତୁମେ ମତେ ଏହି ଫିଲ୍ମରେ ସାମିଲ କରାଇବା ସହ ଅନେକ ଅନୁଭୂତି ଦେଇଥିଲ । ବୁମରୋ ସବୁବେଳେ ମୋ ପାଇଁ ସ୍ପେଶାଲ ।’

ପ୍ରକାଶ ଥାଉକି ‘ମିଶନ କଶ୍ମୀର’ରେ ହ୍ରିତିକ ଅଭିନେତା ସଞ୍ଜୟ ଦତ୍ତଙ୍କ ପୋଷ୍ୟପୁତ୍ର ରୂପେ ଅଭିନୟ କରୁଥିବେ । ଯାହାଙ୍କ ପରିବାରକୁ ଆତଙ୍କବାଦୀ ଭାବି ପୋଲିସ ଦ୍ବାରା ହତ୍ୟା କରାଯାଇଥିବ । ଏହାର ପ୍ରତିଶୋଧ ନେବାକୁ ହ୍ରିତିକ ଆତଙ୍କବାଦୀ ହୋଇ ସଞ୍ଜୟଙ୍କ ସହ ମୁହାଁମୁହିଁ ହୋଇଥିବେ ।

ପ୍ରକାଶ ଥାଉକି 2000ରେ ରିଲିଜ ହୋଇଥିବା ଏହି ଫିଲ୍ମ ସେହି ବର୍ଷର ତୃତୀୟ ଅଧିକ ଆୟ କରିଥିବା ଫିଲ୍ମ ସାଜିଥିଲା । ଫିଲ୍ମରେ ଜ୍ୟାକି ଶ୍ରଫ ଓ ସୋନାଲୀ କୁଲକର୍ଣ୍ଣୀ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ।

Intro:Body:

assign new news

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.