ମୁମ୍ବାଇ: ସୋସିଆଲ ମିଡିଆ ୟୁଜର୍ସ ସେଲିବ୍ରିଟିଙ୍କ ବ୍ୟକ୍ତିଗତ ଜୀବନରେ ସବୁବେଳେ ସମ୍ପୃକ୍ତ ହେବାକୁ ଚେଷ୍ଟା କରିଥାଆନ୍ତି । ନିଜ ନିଜ ଫେଭରେଟ ଷ୍ଟାର୍ସଙ୍କୁ ଉପଦେଶ ଦେବାକୁ ମଧ୍ୟ ପଛ ଘୁଞ୍ଚା ଦିଅନ୍ତି ନାହିଁ । ଏମିତି କିଛି ନିକଟରେ ଘଟିଥିଲା । ଯେବେ ଟିଭିର ଫେମସ ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀଙ୍କୁ ଜଣେ ୟୁଜର ପରାର୍ମଶ ଦେଇଥିଲେ । ଯାହା ଉପରେ ପ୍ରତିକ୍ରିୟା ଦେଇଛନ୍ତି ଅଭିନେତ୍ରୀ ।
-
यह बात बहुत अच्छी लगी. दिल से धन्यवाद 🙏
— Divyanka T Dahiya (@Divyanka_T) October 12, 2020 " class="align-text-top noRightClick twitterSection" data="
आज कल सब अमूमन तौर पर दूसरों को बिना वजह गलत ही मान के चलते हैं. कलाकार कितने भी मजबूत दिखें, दिल तो दुखता है.
जिस रोज़ से पिताजी इस शहर के हवाले कर भोपाल गए, प्रयास यही है कि उन का सर फ़ख़्र से ऊँचा रहे!
यह कमल कीचड में भी कमल ही रहेगा. https://t.co/HbVemj83UU
">यह बात बहुत अच्छी लगी. दिल से धन्यवाद 🙏
— Divyanka T Dahiya (@Divyanka_T) October 12, 2020
आज कल सब अमूमन तौर पर दूसरों को बिना वजह गलत ही मान के चलते हैं. कलाकार कितने भी मजबूत दिखें, दिल तो दुखता है.
जिस रोज़ से पिताजी इस शहर के हवाले कर भोपाल गए, प्रयास यही है कि उन का सर फ़ख़्र से ऊँचा रहे!
यह कमल कीचड में भी कमल ही रहेगा. https://t.co/HbVemj83UUयह बात बहुत अच्छी लगी. दिल से धन्यवाद 🙏
— Divyanka T Dahiya (@Divyanka_T) October 12, 2020
आज कल सब अमूमन तौर पर दूसरों को बिना वजह गलत ही मान के चलते हैं. कलाकार कितने भी मजबूत दिखें, दिल तो दुखता है.
जिस रोज़ से पिताजी इस शहर के हवाले कर भोपाल गए, प्रयास यही है कि उन का सर फ़ख़्र से ऊँचा रहे!
यह कमल कीचड में भी कमल ही रहेगा. https://t.co/HbVemj83UU
କଥାଟି ହେଲା ଯେ ଜଣେ ୟୁଜର ଲେଖିଥିଲେ, ‘ମୋ ଆଶୀର୍ବାଦ ତୁମ ସହ ଅଛି । ଭଲ ଭଲ ଫିଲ୍ମ କର ଆଉ ଡ୍ରଗ୍ସ ଚକ୍କରରେ ପଡନାହିଁ । ଫିଲ୍ମ ନିର୍ମାତା କରନ ଜୋହରଙ୍କଠୁ ଦୂରାଇ ରୁହ । ଭୁଲରେ ବି ତାଙ୍କ ପାଖକୁ ଯିବ ନାହିଁ ।’
ଏହାର ଜବାବରେ ଦିବ୍ୟାଙ୍କା ଲେଖିଛନ୍ତି, ‘ଏହି କଥା ବହୁତ ଭଲ ଲାଗିଲା । ହୃଦୟରୁ ଧନ୍ୟବାଦ । ବର୍ତ୍ତମାନ ସମସ୍ତେ ପରସ୍ପରକୁ ବିନା କାରଣରେ ଭୁଲ ମାନୁଛନ୍ତି । କଳାକାର ଯେତେ ବି ମଜବୁତ ହେଲେ ଦୁଃଖ ତ ଲାଗେ । ଯେବେ ବାପା ଏହି ସହରକୁ ଛାଡି ଭୋପାଳ ଯାଇଥିଲେ, ସେହି ସମୟରୁ ଗୋଟିଏ ଚେଷ୍ଟା କରିଆସୁଛି ତାଙ୍କ ମୁଣ୍ଡ ନନୁଆଁଇବାକୁ ।’