ETV Bharat / sitara

ମୋ ଭାବନା,ଚିନ୍ତାଧାରା ଫେକ୍ ନୁହେଁ: ଅରମାନ

ଟ୍ବିଟରରେ ଅରମାନଙ୍କ ଫ୍ୟାନ୍ସ ଫଲୋଇଂ ଆକାଶ ଛୁଆଁ । ସେ ଯାହା ବି ସେୟାର କରନ୍ତି ସବୁ ଭାଇରାଲ ହୋଇଯାଏ । ଏଥର ମଧ୍ୟ ସେ ନିଜର ଏକ ଟ୍ବିଟ ପାଇଁ ଚର୍ଚ୍ଚାରେ । ଅଧିକ ପଢନ୍ତୁ...

author img

By

Published : Feb 3, 2021, 7:35 AM IST

ଫଟୋ ସୌଜନ୍ୟ: ଆଇଏଏନଏସ
ଫଟୋ ସୌଜନ୍ୟ: ଆଇଏଏନଏସ

ମୁମ୍ବାଇ: ଲୋକପ୍ରିୟ ଗାୟକ ଅରମାନ ମଲ୍ଲିକ ମଙ୍ଗଳବାର ଏମିତି କଥାର ସ୍ବୀକାର କରିଛନ୍ତି । ଯାହା ତାଙ୍କ ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । କାରଣ ସେ ଜଣାଇଛନ୍ତି ଯେ ନିଜର ଭାବନା ଏବଂ ଚିନ୍ତାଧାରାକୁ ନକଲି କରିପାରିବେ ନାହିଁ। ଏହାର ଖୁଲାସା ସେ ସୋସିଆଲ ମିଡିଆରେ କରିଛନ୍ତି ।

ସେ ଟ୍ବିଟ କରି ଲେଖିଥିଲେ, ମୋର ଭାବନା ଓ ଚିନ୍ତାଧାରା, ମୋର ଶକ୍ତି । ମୁଁ ନିଜକୁ କେବେ ବଦଳାଇ ଫେକ ହେଇପାରିବି ନାହିଁ ।’

  • I can never get myself to fake anything. My emotions, my thoughts, my energy. It is the way it is.

    — ARMAAN MALIK (@ArmaanMalik22) February 2, 2021 " class="align-text-top noRightClick twitterSection" data=" ">

ସେପଟେ ଫ୍ୟାନ୍ସ ଏହି ପୋଷ୍ଟରେ କମେଣ୍ଟ କରି ତାଙ୍କ ଏହି ଗୁଣ ପାଇଁ ଭଲ ପାଆନ୍ତି ବୋଲି ଜଣାଇଛନ୍ତି । ପ୍ରକାଶ ଥାଉକି ଅନେକ ରୋମାଣ୍ଟିକ ଗୀତ ଗାଇ ଅରମାନ ବଲିଉଡର ପପୁଲାର ଗାୟକ ସାଜିଛନ୍ତି । ଏହି କ୍ରମରେ ସାମିଲ ଅଛି ‘ବୋଲ୍ ଦୋ ନା ଜରା’, ‘ଦିଲ୍ ମେଁ ହୋ ତୁମ୍’, ‘ହୁଆ ହେ ଆଜ୍ ପେହଲି ବାର୍’, ‘ଚଲେ ଆନା’ ଭଳି ଗୀତ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.