ମୁମ୍ବାଇ: ବଲିଉଡର କିଛି ସେଲିବ୍ରିଟିଙ୍କୁ ନେଇ ଏବେ ଚର୍ଚ୍ଚା । ଏହି କ୍ରମରେ ସାମିଲ ଅଛନ୍ତି ଅନୁଭବ ସିହ୍ନା, ହଂସଲ ମହେତା, ସିୟାନି ଗୁପ୍ତା ଏବଂ ସ୍କ୍ରିନ ରାଇଟର ଅପୁରଭା ଆସରାନି । ଏମାନେ ସୋସିଆଲ ମିଡିଆରେ ନିଜର ପ୍ରଥମ ଦରମା କଥା ବିଷୟରେ ଆଲୋଚନା କରି ଏବେ ଟ୍ରେଣ୍ଡ କରୁଛନ୍ତି । ବୁଧବାର ଦିନ ପ୍ରଥମ ‘ଫାଷ୍ଟ ସାଲାରି’ ଶବ୍ଦ ଦିନସାରା ଟ୍ବିଟରରେ ଟ୍ରେଣ୍ଡ କରିଥିଲା । କାରଣ ଅନେକ ରାଜନେତା, ସେଲିବ୍ରିଟି ଏବଂ ବିଭିନ୍ନ କ୍ଷେତ୍ରର ଲୋକେ ସେମାନଙ୍କର ପ୍ରଥମ ବେତନ ପରିମାଣ ସେମାନେ ଏହାକୁ କିପରି ରୋଜଗାର କରିଥିଲେ ଏବଂ କେଉଁ ବୟସରେ ତାହା ନେଇ ଆଲୋଚନ କରିଥିଲେ ।
ଏହି ଟ୍ରେଣ୍ଡରେ ଯୋଗ ଦେଇ ଅନୁଭବ ଟ୍ବିଟରେ କହିଥିଲେ, ‘ଫାଷ୍ଟ ସାଲାରି ମୁଁ 18 ବର୍ଷରେ 80 ଟଙ୍କା ଆୟ କରିଥିଲି । 7 ଶ୍ରେଣୀର ଛାତ୍ରଙ୍କୁ ଆରିଥମେଟିକ୍ ଟ୍ୟୁସନ ଦେଇ ମୁଁ ଏହି ଟଙ୍କା ରୋଜଗାର କରିଥିଲି । ଏଙ୍ଗ୍ କଲେଜରେ ମୋର ଧୂମ୍ରପାନ ଖର୍ଚ୍ଚ ବାହାର କରିବାକୁ ମୁଁ ପିଲାଙ୍କୁ ଟ୍ୟୁସନ ଦେଇଥିଲି ।’
-
First Salary- Rs 80
— Anubhav Sinha (@anubhavsinha) November 18, 2020 " class="align-text-top noRightClick twitterSection" data="
Age-18
Arithmetic tuition to a class 7 student to earn for my smoking in the Engg college. https://t.co/SmxrV3E2Xf
">First Salary- Rs 80
— Anubhav Sinha (@anubhavsinha) November 18, 2020
Age-18
Arithmetic tuition to a class 7 student to earn for my smoking in the Engg college. https://t.co/SmxrV3E2XfFirst Salary- Rs 80
— Anubhav Sinha (@anubhavsinha) November 18, 2020
Age-18
Arithmetic tuition to a class 7 student to earn for my smoking in the Engg college. https://t.co/SmxrV3E2Xf
ସେପଟେ ହଂସଲ ମଧ୍ୟ ଲେଖିଛନ୍ତି, ‘16 ବର୍ଷରେ ମୁଁ ମୋର ପ୍ରଥମ ଦରମା ରୂପେ 450 ଟଙ୍କା ପାଇଥିଲି । ସେଲ୍ସ ବୟ ରୂପେ କାମ ଆରମ୍ଭ କରିଥିଲି ।’
-
First salary- Rs.450pm
— Hansal Mehta (@mehtahansal) November 18, 2020 " class="align-text-top noRightClick twitterSection" data="
Age-16
Salesperson at Intershoppe Kemp's Corner selling Fu's jeans and casual wear to earn money for my junior college wardrobe. https://t.co/TYiJi9dQPR
">First salary- Rs.450pm
— Hansal Mehta (@mehtahansal) November 18, 2020
Age-16
Salesperson at Intershoppe Kemp's Corner selling Fu's jeans and casual wear to earn money for my junior college wardrobe. https://t.co/TYiJi9dQPRFirst salary- Rs.450pm
— Hansal Mehta (@mehtahansal) November 18, 2020
Age-16
Salesperson at Intershoppe Kemp's Corner selling Fu's jeans and casual wear to earn money for my junior college wardrobe. https://t.co/TYiJi9dQPR
ଏହି ଦୁଇଜଣଙ୍କ ବ୍ୟତୀତ ଅପୁର୍ବ ନିଜ ଦରମା ବିଷୟରେ ଆଲୋଚନା କରି କହିଛନ୍ତି, ‘ମୁଁ 15 ବର୍ଷରେ ସେଲ୍ସ ବୟ ରୂପେ କାମ କରି 1 ହଜାର ଟଙ୍କା ରୋଜଗାର କରିଥିଲେ । ୱିକେଣ୍ଡର ପୋଷାକ ଦୋକାନରେ ମୁଁ ଜୀବନର ପ୍ରଥମ କାମ ଆରମ୍ଭ କରିଥିଲି ।’
-
First Salary- Rs 1000
— Apurva (@Apurvasrani) November 18, 2020 " class="align-text-top noRightClick twitterSection" data="
Age: 15
Sales boy for a 'Weekender' clothing store on Warden Rd, so that I could vacation in Bangalore without borrowing money from my father. https://t.co/acukgvCWFU
">First Salary- Rs 1000
— Apurva (@Apurvasrani) November 18, 2020
Age: 15
Sales boy for a 'Weekender' clothing store on Warden Rd, so that I could vacation in Bangalore without borrowing money from my father. https://t.co/acukgvCWFUFirst Salary- Rs 1000
— Apurva (@Apurvasrani) November 18, 2020
Age: 15
Sales boy for a 'Weekender' clothing store on Warden Rd, so that I could vacation in Bangalore without borrowing money from my father. https://t.co/acukgvCWFU
ଖାଲି ଏତିକି ନୁହେଁ ୟୁଜର୍ସ ମଧ୍ୟ ସୁପରଷ୍ଟାର ଶାହରୁଖ ଖାନ, ସଲମାନ ଖାନଙ୍କ ସହ ଆଉ କିଛି କଳାକାରଙ୍କ ପ୍ରଥମ ଦରମା ବିଷୟରେ ଜଣାଇଛନ୍ତି । ସେହିପରି ଅକ୍ଷୟ କୁମାର, ରାଜପାଲ ଯାଦବ, ଅନନ୍ୟା ପାଣ୍ଡେ, ରିଆ ଚକ୍ରବର୍ତ୍ତୀ, ସ୍ବରା ଭାସ୍କର, ସାରା ଅଲ୍ଲୀ ଖାନ ଓ ବିପାଶା ବାସୁଙ୍କ ମିମି ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରିବୁଲୁଛି ।
@ians_india