ETV Bharat / sitara

ଟ୍ବିଟରରେ ଟ୍ରେଣ୍ଡ କରୁଛି ସେଲିବ୍ରିଟିଙ୍କ ପ୍ରଥମ ଦରମା

author img

By

Published : Nov 19, 2020, 10:00 AM IST

ଏଥର ସେଲିବ୍ରିଟିଙ୍କ ପ୍ରଥମ ଦରମା ବିଷୟରେ ଜାଣିଲେ ସମସ୍ତେ । କାରଣ ବୁଧବାରଠୁ ଅନେକ ଫେମସ ଲୋକଙ୍କ ଫାଷ୍ଟ ସାଲାରୀ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ବଲିଉଡର କିଛି ସେଲିବ୍ରିଟିଙ୍କୁ ନେଇ ଏବେ ଚର୍ଚ୍ଚା । ଏହି କ୍ରମରେ ସାମିଲ ଅଛନ୍ତି ଅନୁଭବ ସିହ୍ନା, ହଂସଲ ମହେତା, ସିୟାନି ଗୁପ୍ତା ଏବଂ ସ୍କ୍ରିନ ରାଇଟର ଅପୁରଭା ଆସରାନି । ଏମାନେ ସୋସିଆଲ ମିଡିଆରେ ନିଜର ପ୍ରଥମ ଦରମା କଥା ବିଷୟରେ ଆଲୋଚନା କରି ଏବେ ଟ୍ରେଣ୍ଡ କରୁଛନ୍ତି । ବୁଧବାର ଦିନ ପ୍ରଥମ ‘ଫାଷ୍ଟ ସାଲାରି’ ଶବ୍ଦ ଦିନସାରା ଟ୍ବିଟରରେ ଟ୍ରେଣ୍ଡ କରିଥିଲା । ​​କାରଣ ଅନେକ ରାଜନେତା, ସେଲିବ୍ରିଟି ଏବଂ ବିଭିନ୍ନ କ୍ଷେତ୍ରର ଲୋକେ ସେମାନଙ୍କର ପ୍ରଥମ ବେତନ ପରିମାଣ ସେମାନେ ଏହାକୁ କିପରି ରୋଜଗାର କରିଥିଲେ ଏବଂ କେଉଁ ବୟସରେ ତାହା ନେଇ ଆଲୋଚନ କରିଥିଲେ ।

ଏହି ଟ୍ରେଣ୍ଡରେ ଯୋଗ ଦେଇ ଅନୁଭବ ଟ୍ବିଟରେ କହିଥିଲେ, ‘ଫାଷ୍ଟ ସାଲାରି ମୁଁ 18 ବର୍ଷରେ 80 ଟଙ୍କା ଆୟ କରିଥିଲି । 7 ଶ୍ରେଣୀର ଛାତ୍ରଙ୍କୁ ଆରିଥମେଟିକ୍ ଟ୍ୟୁସନ ଦେଇ ମୁଁ ଏହି ଟଙ୍କା ରୋଜଗାର କରିଥିଲି । ଏଙ୍ଗ୍ କଲେଜରେ ମୋର ଧୂମ୍ରପାନ ଖର୍ଚ୍ଚ ବାହାର କରିବାକୁ ମୁଁ ପିଲାଙ୍କୁ ଟ୍ୟୁସନ ଦେଇଥିଲି ।’

  • First Salary- Rs 80
    Age-18
    Arithmetic tuition to a class 7 student to earn for my smoking in the Engg college. https://t.co/SmxrV3E2Xf

    — Anubhav Sinha (@anubhavsinha) November 18, 2020 " class="align-text-top noRightClick twitterSection" data=" ">

ସେପଟେ ହଂସଲ ମଧ୍ୟ ଲେଖିଛନ୍ତି, ‘16 ବର୍ଷରେ ମୁଁ ମୋର ପ୍ରଥମ ଦରମା ରୂପେ 450 ଟଙ୍କା ପାଇଥିଲି । ସେଲ୍ସ ବୟ ରୂପେ କାମ ଆରମ୍ଭ କରିଥିଲି ।’

  • First salary- Rs.450pm
    Age-16
    Salesperson at Intershoppe Kemp's Corner selling Fu's jeans and casual wear to earn money for my junior college wardrobe. https://t.co/TYiJi9dQPR

    — Hansal Mehta (@mehtahansal) November 18, 2020 " class="align-text-top noRightClick twitterSection" data=" ">

ଏହି ଦୁଇଜଣଙ୍କ ବ୍ୟତୀତ ଅପୁର୍ବ ନିଜ ଦରମା ବିଷୟରେ ଆଲୋଚନା କରି କହିଛନ୍ତି, ‘ମୁଁ 15 ବର୍ଷରେ ସେଲ୍ସ ବୟ ରୂପେ କାମ କରି 1 ହଜାର ଟଙ୍କା ରୋଜଗାର କରିଥିଲେ । ୱିକେଣ୍ଡର ପୋଷାକ ଦୋକାନରେ ମୁଁ ଜୀବନର ପ୍ରଥମ କାମ ଆରମ୍ଭ କରିଥିଲି ।’

  • First Salary- Rs 1000
    Age: 15
    Sales boy for a 'Weekender' clothing store on Warden Rd, so that I could vacation in Bangalore without borrowing money from my father. https://t.co/acukgvCWFU

    — Apurva (@Apurvasrani) November 18, 2020 " class="align-text-top noRightClick twitterSection" data=" ">

ଖାଲି ଏତିକି ନୁହେଁ ୟୁଜର୍ସ ମଧ୍ୟ ସୁପରଷ୍ଟାର ଶାହରୁଖ ଖାନ, ସଲମାନ ଖାନଙ୍କ ସହ ଆଉ କିଛି କଳାକାରଙ୍କ ପ୍ରଥମ ଦରମା ବିଷୟରେ ଜଣାଇଛନ୍ତି । ସେହିପରି ଅକ୍ଷୟ କୁମାର, ରାଜପାଲ ଯାଦବ, ଅନନ୍ୟା ପାଣ୍ଡେ, ରିଆ ଚକ୍ରବର୍ତ୍ତୀ, ସ୍ବରା ଭାସ୍କର, ସାରା ଅଲ୍ଲୀ ଖାନ ଓ ବିପାଶା ବାସୁଙ୍କ ମିମି ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରିବୁଲୁଛି ।

@ians_india

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.