ETV Bharat / sitara

କ୍ରିତିଙ୍କ ଆଶ୍ଚର୍ଯ୍ୟକର ପୋଷ୍ଟରେ ଏକତାଙ୍କ କମେଣ୍ଟ

author img

By

Published : Oct 29, 2020, 8:25 PM IST

ନୂଆ ପୋଷ୍ଟକୁ ନେଇ ଚର୍ଚ୍ଚାରେ କ୍ରିତି । ବ୍ଲାକ ଆଣ୍ଡ ହ୍ବାଇଟରେ ଦେଖିବାକୁ ମିଳିଲା ତାଙ୍କ ଜଲୱା...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କ୍ରିତି ସାନନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କ୍ରିତି ସାନନ

ମୁମ୍ବାଇ: ସୁନ୍ଦରୀ ଅଭିନେତ୍ରୀ କ୍ରିତି ସାନନ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରୁହନ୍ତି । ଆଉ ମଜାଦାର ପୋଷ୍ଟକୁ ନେଇ ମଧ୍ୟ ଚର୍ଚ୍ଚାରେ ଆସନ୍ତି । ଏବେ ପୁଣିଥରେ ତାଙ୍କ ସୋସିଆଲ ମିଡିଆରେ ଏମିତି କିଛି ଦେଖିବାକୁ ମିଳୁଛି । ତାଙ୍କ ନୂଆ ପୋଷ୍ଟ ଉପରେ ଫ୍ୟାନ୍ସଙ୍କ ଠୁ ନେଇ ସେଲିବ୍ରିଟି ମଜାଦାର କମେଣ୍ଟ ଦେବାରେ ଲାଗିଛନ୍ତି ।

ନିକଟରେ କ୍ରିତି ଇନଷ୍ଟାଗ୍ରାମରେ ନିଜର ବ୍ଲାକ ଆଣ୍ଡ ହ୍ବାଇଟ ଫଟୋ ସେୟାର କରି ଆଶ୍ଚର୍ଯ୍ୟକର କ୍ୟାପସନ ଲେଖିଥିଲେ, ‘କେବେ କେବେ ମୁଁ ଭାବୁଛି ଯେ କଣ ଆମେ କାହାକୁ ବାସ୍ତବରେ ଜାଣିଛେ, ଅର୍ଥ ରିୟଲ ଲାଇଫରେ? ହୁଏତଃ ଆମେ ନିଜକୁ ମଧ୍ୟ ସଠିକ୍ ରୂପେ ଜାଣିନେ। କାରଣ ଆମେ କେବଳ ସେତିକି ନିଜ ବିଷୟରେ ଜାଣିଛେ ଯାହା ବିଷୟରେ ସବୁବେଳେ ଭାବୁଛେ ।’

ତାଙ୍କ ଏହି ପୋଷ୍ଟରେ ପପୁଲାର ନିର୍ମାତା ଏକତା କପୁର କମେଣ୍ଟ କରି ଲେଖିଛନ୍ତି, ‘ଜବାବ ନା।’ ଦେଖନ୍ତୁ କ୍ରିତିଙ୍କ ଏହି ଫଟୋ...

ପ୍ରକାଶ ଥାଉକି ଶେଷଥର କ୍ରିତି ହ୍ୟାଣ୍ଡସମ ଆକ୍ଟର ଅର୍ଜୁନ କପୁରଙ୍କ ସହ ଫିଲ୍ମ ‘ପାନିପଥ’ରେ ନଜର ଆସିଥିଲେ । ସେହିପରି ନିଜ ଆଗାମୀ ଫିଲ୍ମ ସେ ଅଭିନେତା ରାଜକୁମାର ରାଓଙ୍କ ସହ ଶୁକ୍ରବାରଠୁ ଚଣ୍ଡିଗଡରେ ସୁଟିଂ ଆରମ୍ଭ କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.