ETV Bharat / sitara

ଇଣ୍ଡଷ୍ଟ୍ରିରେ କାମ କରିବା ସହ ଫ୍ୟାମିଲି କିପରି ସମ୍ଭାଳୁଥିଲେ ସୁନୀଲ, ଜାଣନ୍ତୁ... - ଫ୍ୟାମିଲି ବିଷୟରେ କହିଲେ ସୁନୀଲ ସେଟ୍ଟୀ

ରିୟାଲିଟି ଶୋ ‘ସୁପର ଡାନ୍ସର’ ସିଜନ 4ରେ ଫ୍ୟାମିଲି ବିଷୟରେ ଆଲୋଚନା କରିଛନ୍ତି ସୁନୀଲ। ଯାହାକୁ ଏଥର ୱିକେଣ୍ଡ ଏପିସୋଡରେ ଦେଖିପାରିବେ ଦର୍ଶକ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୁନୀଲ ସେଟ୍ଟୀ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୁନୀଲ ସେଟ୍ଟୀ
author img

By

Published : May 29, 2021, 12:26 PM IST

ମୁମ୍ବାଇ: ଶନିବାର ସୋନି ଟିଭିର ରିୟାଲିଟି ଶୋ ‘ସୁପର ଡାନ୍ସର’ ସିଜନ 4ରେ ବଲିଉଡର ଆନ୍ନା ସୁନୀଲ ସେଟ୍ଟୀଙ୍କୁ ଦେଖିବାକୁ ମିଳିବ । ସେ ଗେଷ୍ଟ ଭାବେ ଯୋଗ ଦେବେ । ଆଉ ତାଙ୍କ ଫିଲ୍ମ ଗୀତରେ ପ୍ରତିଯୋଗୀ ଲଗାଇବେ ଠୁମକା । ଯାହାର ପ୍ରୋମୋ ଭିଡିଓ ନିକଟରେ ସାମ୍ନାକୁ ଆସିଥିଲା । ହେଲେ ଏବେ ସେ ଫିଲ୍ମ ଇଣ୍ଡଷ୍ଟ୍ରି ଏବଂ ପରିବାର ବିଷୟରେ ଆଲୋଚନା କରି ଚର୍ଚ୍ଚାରେ ।

ସେ ‘ସୁପର ଡାନ୍ସ 4’ରେ ଖୁଲାସା କରି କହିଥିଲେ, ‘ଅନେକ ସ୍ମୃତି ସତେଜ ହୋଇଛି, ମୁଁ ଏହାକୁ ବିଶ୍ବାସ କରିପାରିବି ନାହିଁ | ଆମେ ଏକାଠି ହେବାର ପ୍ରାୟ 40 ବର୍ଷ ହୋଇସାରିଛି | ନଅ ବର୍ଷ ପରସ୍ପର ସହ ରହିବା ପରେ ବିବାହ । ବିବାହକୁ 30 ବର୍ଷ ବିତିଗଲାଣି । ହେଲେ ଫିଲ୍ମ ଇଣ୍ଡଷ୍ଟ୍ରିରେ ରହି ଫ୍ୟାମିଲି ଲାଇଫ ବାଲାନ୍ସ କରିବା କଷ୍ଟଦାୟକ ଥିଲା । କିନ୍ତୁ ଏହା ଅସମ୍ଭବ ନଥିଲା । ଯଦି ଆପଣଙ୍କର ଜଣେ ସାଥୀ ଅଛନ୍ତି ଯିଏ ଶକ୍ତିଶାଳୀ ଏବଂ ଆପଣଙ୍କ ଉପରେ 100 ପ୍ରତିଶତ ବିଶ୍ବାସ କରୁଛନ୍ତି । ତେବେ ଦୁଇଟି ଲାଇଫକୁ ବାଲାନ୍ସ କରିବା ସହଜ ହୋଇଯାଏ । ଏଥିପାଇଁ ମୁଁ ମାନାଙ୍କୁ ମୋର ଧନ୍ୟବାଦ ଜଣାଉଛି ।’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.