ETV Bharat / sitara

କାହିଁକି ପିନ୍ଧିବେ ମାସ୍କ ବୁଝାଇଲେ ମନୀଷ

author img

By

Published : May 3, 2021, 9:54 AM IST

ଭାଇରାଲ ହେଉଛି ମନୀଷ ପଲଙ୍କ ନୂଆ ପୋଷ୍ଟ । ମାସ୍କ ପିନ୍ଧିବାକୁ ଦୌଡୁଥିବାର ଆସିଲେ ନଜର । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମନୀଷ ପଲ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମନୀଷ ପଲ

ମୁମ୍ବାଇ: ଆକ୍ଟର ତଥା ଫେମସ ହୋଷ୍ଟ ମନୀଷ ପଲ ସୋସିଆଲ ମିଡିଆ ଜରିଆରେ ଲୋକଙ୍କୁ କୋରୋନାର ଦ୍ବିତୀୟ ଲହରରୁ ବଞ୍ଚାଇବାକୁ ଚେଷ୍ଟା ଚଳାଇଛନ୍ତି । ଦେଶରେ 4 ଲକ୍ଷରୁ ଅଧିକ କୋରୋନା ମାମଲା ସାମ୍ନାକୁ ଆସୁଛି । ଯାହାକୁ ଦୃଷ୍ଟିରେ ରଖି ମନୀଷ ସମସ୍ତଙ୍କୁ ସୁରକ୍ଷିତ ରହିବାକୁ ଅପିଲ କରୁଥିବାର ନଜର ଆସୁଛନ୍ତି । ଆଉ ଜଣାଇଛନ୍ତି ମାସ୍କର ପିନ୍ଧିବା କାହିଁକି ଆବଶ୍ୟକ ।

ସେ ଇନଷ୍ଟାଗ୍ରାମରେ ନିଜର ଏକ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ଏ ବ୍ୟକ୍ତି ଜଣକ ମୁଁ । ନିଜ ଭ୍ୟାନିଟି ଭ୍ୟାନ ପାଖକୁ ଦୌଡୁଛି । ଯେତେବେଳେ ମତେ ଅନୁଭବ ହେଲା କି ଏଯାବତ ମରାମାରୀ ଶେଷ ହୋଇନାହିଁ । ଏଥିପାଇଁ ଦୟା କରି ମାସ୍କ ପିନ୍ଧନ୍ତୁ । ନିଜର ଏହି ସୁରକ୍ଷା କବଚକୁ ତଳେ ପକାଉନାହିଁ ।’

ସେହିପରି ଭାଇରାଲ ହେଉଥିବା ଫଟୋରେ ଅଭିନେତା ଖୁବ୍ ଜୋରରେ ଦୌଡୁଥିବାର ନଜର ଆସୁଛନ୍ତି । ଦେଖନ୍ତୁ ଫଟୋ...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.