ETV Bharat / sitara

ଆଖି ବୁଜିଲେ ତାମିଲ ଅଭିନେତା ବିବେକ, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ - pm-narendra-modi-tweet

ଆରପାରିରେ ବିବେକ । ନିଜ ଦମଦାର କମେଡି ଜରିଆରେ ତାମିଲ ଇଣ୍ଡଷ୍ଟ୍ରିକୁ ଦେଇଛନ୍ତି ଅନେକ ଶାନଦାର ଫିଲ୍ମ । ବିବେକଙ୍କ ଦେହାନ୍ତରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

pm-narendra-modi-tweet-on-actor-vivek-demise-condolences-to-his-family
ଆଖି ବୁଜିଲେ ତାମିଲ ଆକ୍ଟର ବିବେକ,ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ
author img

By

Published : Apr 17, 2021, 4:12 PM IST

ନୂଆଦିଲ୍ଲୀ: କଳା ଜଗତରୁ ଆସିଲା ନୈରାଶ୍ୟଜନକ ଖବର । ଆଖି ବୁଜିଲେ ତାମିଲ ଇଣ୍ଡଷ୍ଟ୍ରିର ଫେମସ କମେଡିଆନ ଆକ୍ଟର ବିବେକ । ହୃଦଘାତ କାରଣରୁ ଶୁକ୍ରବାର ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଇତିମଧ୍ୟରେ ତାଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି । ଯାହାକୁ ନେଇ ସାଉଥ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ।

  • The untimely demise of noted actor Vivek has left many saddened. His comic timing and intelligent dialogues entertained people. Both in his films and his life, his concern for the environment and society shone through. Condolences to his family, friends and admirers. Om Shanti.

    — Narendra Modi (@narendramodi) April 17, 2021 " class="align-text-top noRightClick twitterSection" data=" ">

ଯାହାକୁ ନେଇ ଏବେ ବିବେକଙ୍କ ଦେହାନ୍ତରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି ।

ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ମାଧ୍ୟମରେ ଅଭିନେତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

  • பல லட்சம் மரங்களை மண்ணில் விதைத்த லட்சிய மனிதர்,தனது திரையுலக கருத்துக்கள் மூலம் தமிழக இளைஞர்களை முன்னேற்றப் பாதையில் அழைத்துச் செல்ல அரும்பாடுபட்ட @Actor_Vivek சின்னக்கலைவாணரின் இழப்பு கலைத்துறைக்கும், தமிழகத்திற்கும் பேரிழப்பு. (1/2) pic.twitter.com/8n34EYb0L4

    — Edappadi K Palaniswami (@EPSTamilNadu) April 17, 2021 " class="align-text-top noRightClick twitterSection" data=" ">

ପ୍ରଧାନମନ୍ତ୍ରୀ ଟ୍ବିଟ୍ କରିଛନ୍ତି ଯେ,"ଜଣାଶୁଣା ଅଭିନେତା ବିବେକଙ୍କ ଅକାଳ ବିୟୋଗ ଖବର ଅନେକ ଲୋକଙ୍କୁ ଦୁଃଖ ଦେଇଛି । ସେ ନିଜର ଦମଦାର କମେଡି ଜରିଆରେ ଲୋକଙ୍କୁ ବହୁତ ମନୋରଞ୍ଜନ କରିଛନ୍ତି । ତାଙ୍କର ପରିବାର, ବନ୍ଧୁ ଏବଂ ପ୍ରଶଂସକଙ୍କ ପ୍ରତି ମୋର ସମବେଦନା । ଓମ୍ ଶାନ୍ତି" ।

ପ୍ରକାଶ ଥାଉ ଯେ, ତାମିଲନାଡୁର ମୁଖ୍ୟମନ୍ତ୍ରୀ କେ.ପାଲାନିସ୍ବାମୀ (K. Palaniswami) ମଧ୍ୟ ଅଭିନେତା ବିବେକଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.