ETV Bharat / sitara

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଦିଲ୍ଲୀପ କୁମାରଙ୍କ ଶେଷକୃତ୍ୟ ସମ୍ପନ୍ନ

author img

By

Published : Jul 7, 2021, 3:57 PM IST

Updated : Jul 7, 2021, 5:52 PM IST

ଦିଲ୍ଲୀପ କୁମାରଙ୍କ ବିୟୋଗରେ ପିଏମ ମୋଦି-ଇମ୍ରାନ ଖାନଙ୍କ ଦୁଃଖ ପ୍ରକାଶ

16:14 July 07

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସନ୍ଧ୍ୟା 5ଟାରେ ଦିଲ୍ଲୀପଙ୍କ ହେବ ଶେଷକୃତ୍ୟ । ଚାଲିଛି ପ୍ରସ୍ତୁତି ।

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଦିଲ୍ଲୀପ କୁମାରଙ୍କ ଶେଷକୃତ୍ୟ ସମ୍ପନ୍ନ

ମୁମ୍ବାଇ: ଆଜି ସନ୍ଧ୍ୟା 5ଟା ସମୟରେ ମୁମ୍ବାଇସ୍ଥିତ ଜୁହୁ କବରସ୍ଥାନରେ ଦିଲ୍ଲୀପ କୁମାରଙ୍କ ହେବ ଶେଷକୃତ୍ୟ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ଏନେଇ ପ୍ରସ୍ତୁତି ଚାଲିଛି । 

ଭିିଡିଓ ସୌଜନ୍ୟ- ଫିଲ୍ମ ଫେୟାର

16:05 July 07

ଦିଲ୍ଲୀପଙ୍କ ବାସଭବନରେ ପହଞ୍ଚିଲେ ବହୁ ବଲିଉଡ କଳାକର

ମୁମ୍ବାଇ: ସୁପରଷ୍ଟାର ଶାହାରୁଖ ଖାନ, ସଲମାନ ଖାନ, ରଣବୀର କପୁର, ଶ୍ରଦ୍ଧା କପୁର, ଅନୁପମ୍ ଖେର, ଶବନା ଆଜମୀ, ବିଦ୍ୟା ବାଲାନ, ଧର୍ମେନ୍ଦ୍ର, ଅନିଲ କପୁର, କରନ ଜୋହର, ଜନି ଲିଭର ପ୍ରମୁଖ ଦିଲ୍ଲୀପ କୁମାରଙ୍କ ବାସଭବନରେ ପହଞ୍ଚି ତାଙ୍କ ଶେଷ ଦର୍ଶନ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ଗଭୀର ସମାବେଦନା ଜଣାଇଛନ୍ତି ।  

15:57 July 07

ଦିଲ୍ଲୀପ କୁମାରଙ୍କ ବାସଭବନରେ ପହଞ୍ଚିଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ

ଦିଲ୍ଲୀପ କୁମାରଙ୍କ ବାସଭବନରେ ପହଞ୍ଚିଲେ ଉଦ୍ଧବ ଠାକରେ

ମୁମ୍ବାଇ: ଦିଲ୍ଲୀପ କୁମାରଙ୍କ ବାନ୍ଦ୍ରାସ୍ଥିତ ବାସଭବନରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ବାସଭବନରେ ଉଦ୍ଧବ ଠାକରେ ଦିଲ୍ଲୀପଙ୍କ ଶେଷ ଦର୍ଶନ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ଗଭୀର ସମାବେଦନା ଜଣାଇଛନ୍ତି ।  

ଫଟୋ ସୌଜନ୍ୟ- ଫିଲ୍ମଫେୟାର

15:11 July 07

ଦିଲ୍ଲୀପ କୁମାରଙ୍କ ବିୟୋଗରେ ଦୁଃଖ ପ୍ରକାଶ କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଓ ପିଏମ ମୋଦିଙ୍କ ସମେତ ବହୁ କଳାକାର

  • Dilip Kumar Ji will be remembered as a cinematic legend. He was blessed with unparalleled brilliance, due to which audiences across generations were enthralled. His passing away is a loss to our cultural world. Condolences to his family, friends and innumerable admirers. RIP.

    — Narendra Modi (@narendramodi) July 7, 2021 " class="align-text-top noRightClick twitterSection" data=" ">

ମୁମ୍ବାଇ: ବର୍ଷିୟାନ ଅଭିନେତା ଦିଲ୍ଲୀପ କୁମାରଙ୍କ ବିୟୋଗରେ ସାରା ଦେଶରେ ଶୋକର ଛାୟା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପାକିସ୍ତାନ ପିଏମ ଇମ୍ରାନ ଖାନ ଏବଂ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସମେତ ବଲିଉଡର ବହୁ କଳାକାର ଏହି ବର୍ଷିୟାନ ଅଭିନେତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି । 

Last Updated : Jul 7, 2021, 5:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.