ETV Bharat / sitara

ଜୁନ 10ରେ ରିଲିଜ ହେବ 'ୱାନ ଡେ'

author img

By

Published : May 2, 2019, 10:23 PM IST

ଅନୁପମ ଖେର ଅଭିନିତ ଫିଲ୍ମ 'ୱାନ ଡେ' ଜୁନ 14ରେ ରିଲିଜ ହେବ । ଏଥିରେ ଅନୁପମ ଖେରଙ୍କ ସହିତ ଇଶା ଗୁପ୍ତା ଓ କୁମୁଦ ମିଶ୍ରଙ୍କୁ ଦେଖିବାକୁ ମିଳିବ ।

ଫଟୋ ସୌଜନ୍ୟ: ଏ ଏନ ଆଇ

ହାଇଦ୍ରାବାଦ: ଭଟେରାନ ଆକ୍ଟର ଅନୁପମ ଖେର ଅଭିନିତ ଫିଲ୍ମ 'ୱାନ ଡେ' ଆଗାମୀ ଜୁନ14ରେ ରିଲିଜ ହେବ । ଚଳଚ୍ଚିତ୍ର ସମୀକ୍ଷକ ତରଣ ଆଦର୍ଶ ଫିଲ୍ମର ପୋଷ୍ଟର ରିଲିଜ କରିଛନ୍ତି । ଏଥିରେ ଅନୁପମ ଖେରଙ୍କ ସହ ଇଶା ଗୁପ୍ତା, କୁମୁଦ ମିଶ୍ରଙ୍କୁ ଦେଖିବାକୁ ମିଳିଛି ।

କୁମୁଦ ମିଶ୍ରଙ୍କୁ ପୋଲିସ ଡ୍ରେସରେ ଦେଖିବାକୁ ମିଳିଛି । ଫିଲ୍ମର କାହାଣୀ ଜଣେ ବୃଦ୍ଧ ନ୍ୟାୟ ପାଇବା ପାଇଁ ଅପରାଧର ସମାଧାନ କରୁଛି ।

taran adarsh
ଫଟୋ ସୌଜନ୍ୟ: ଏ ଏନ ଆଇ

ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅଶୋକ ନନ୍ଦ ଓ ପ୍ରଯୋଜନା କରିଛନ୍ତି କରେନ ପଟେଲ ଓ ସ୍ବାତୀ ସିଂ ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.