ETV Bharat / sitara

ପରଲୋକରେ ଫିଲ୍ମ ନିର୍ମାତା ଓମ୍ ପ୍ରକାଶ

93 ବର୍ଷରେ ଫିଲ୍ମ ନିର୍ମାତା ଓମ୍ ପ୍ରକାଶଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁର କାରଣ ଜଣାନଥିଲେ ମଧ୍ୟ ଦୀର୍ଘଦିନ ହେବ ଅସୁସ୍ଥ ଥିବାର ସୂଚନା ମିଳିଛି ।

author img

By

Published : Aug 7, 2019, 5:07 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/viralbhayani

ହାଇଦ୍ରାବାଦ: ଚର୍ଚ୍ଚିତ ଫିଲ୍ମ ନିର୍ମାତା ତଥ ଅଭିନେତା ହ୍ରିତିକ ରୋଶନଙ୍କ ଜେଜେବାପା ଓମ ପ୍ରକାଶଙ୍କ ନିଧନ ହୋଇଛି । 93 ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । 1927 ମହିହା 24 ଜାନୁଆରୀରେ ପାକିସ୍ତାନର ଲାହୋରରେ ଜନ୍ମଗ୍ରହଣ କରିଥିଲେ । ତେବେ ଏଯାଏଁ ତାଙ୍କ ମୃତ୍ୟୁର କାରଣ ଜଣାପଡିନଥିବା ବେଳେ କିଛି ଦିନ ହେବ ଅସୁସ୍ଥ ଥିବାର ଜଣାପଡିଛି ।

omm prakash
ଡିଜାଇନ ଫଟୋ

1974ରେ ନିର୍ଦ୍ଦେଶକ ଭାବରେ ଫିଲ୍ମ ‘ଆପକି କସମ୍’ରେ ଡେବ୍ୟୁ କରିଥିଲେ । ଏଥିରେ ରାଜେଶ ଖନ୍ନା ଓ ମୁମତାଜଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ଫିଲ୍ମରେ ଜୟ ଜୟ ‘ଶିବଶଙ୍କର’ଗୀତ ସୁପରହିଟ ହୋଇଥିଲା । ଓ ଖାସ୍ କଥା ହେଲା ତାଙ୍କର ସବୁ ଫିଲ୍ମ ‘A’ରୁ ଆରମ୍ଭ ହୋଇଛି । ଯଥା, ‘ଆସ୍ କି ପନଛି’, ‘ଅର୍ପଣ’, ‘ଆଖିର୍ କନ୍’ ଭଳି ଫିଲ୍ମ ସେ ବଲିଉଡ ଇଣ୍ଡଷ୍ଟ୍ରିକୁ ଭେଟି ଦେଇଛନ୍ତି ।

ସେ 30ରୁ ଉର୍ଦ୍ଧ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଧର୍ମେନ୍ଦ୍ର ଓ ଜିତେନ୍ଦ୍ରଙ୍କୁ ନେଇ ମଧ୍ୟ ସେ ଅନେକ ଫିଲ୍ମ କରିଛନ୍ତି । ତାଙ୍କଲ ଅନ୍ତିମ ଯାତ୍ରାରେ ପୁରା ପରିବାରରେ ଶୋକାକୁଳ ବାତାବରଣ ଦେଖିବାକୁ ମିଳିଥିଲା ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.