ETV Bharat / sitara

ଶାହିଦ କପୁରଙ୍କ ପୁରୁଣା ଆଡ୍ ଭାଇରାଲ

ଶାହିଦଙ୍କ ପୁରୁଣା ଆଡ୍ ସୋସିଆଲ ମିଡିଆରେ ହେଉଛି ଭାଇରାଲ ।

author img

By

Published : Aug 15, 2019, 2:57 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ହାଇଦ୍ରାବାଦ: ବଲିଉଡ ଅଭିନେତା ଶାହିଦ କପୁରଙ୍କ ଫିଲ୍ମ କବୀର ସିଂହ ଅନେକ ପ୍ରଶଂସା ସାଉଁଟି ଥିବାବେଳେ ବର୍ତ୍ତମାନ ତାଙ୍କର ଏକ ପୁରୁଣା ବିଜ୍ଞାପନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ

ବିଜ୍ଞାପନରେ ଯୁବକ ଶାହିଦ ଲମ୍ବା ଚୁଟିରେ ନଜର ଆସିଛନ୍ତି । ଛୋଟ ଆଡ୍ ଫିଲ୍ମରୁ ଆରମ୍ଭ ହୋଇ ବଲିଉଡ ଯାଏଁ ପହଞ୍ଚିପାରିଛନ୍ତି ଶାହିଦ । ଫିଲ୍ମରେ ପ୍ରଥମେ ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସର ଭାବରେ କାର୍ଯ୍ୟ କରୁଥିଲେ । 1999ରେ ରିଲିଜ ହୋଇଥିବା ଫିଲ୍ମ ‘ତାଲ୍’ରେ ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସ ଭାବରେ ନାଚିଥିଲେ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.