ETV Bharat / sitara

ରଣବୀରଙ୍କ ପ୍ରେମରେ ଉବୁଟୁବୁ ନୁସରତଙ୍କ, ଆଲିୟାଙ୍କୁ କହିଲେ ସରି

author img

By

Published : Oct 17, 2019, 3:27 PM IST

ସୋସିଆଲ ମିଡିଆରେ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ଆଇଫା ଆୱାର୍ଡ୍ସ ପ୍ରୋମୋ ଭିଡିଓ । ଯେଉଁଥିରେ ରଣବୀର କପୁରଙ୍କୁ ନେଇ ବଡ ଖୁଲାସା କରିଛନ୍ତି ନୁସରତ ଭରୁଚା ।

ଡିଜାଇନ ଫଟୋ

ମୁମ୍ବାଇ: ହ୍ୟାଣ୍ଡସମ ଅଭିନେତା ରଣବୀର କପୁର ବଲିଉଡର ଅନେକ ଟପ ଅଭିନେତ୍ରୀଙ୍କୁ ଡେଟ କରିସାରିଛନ୍ତି । ଏହି କ୍ରମରେ ଦୀପିକା ପାଦୁକୋନ, କ୍ୟାଟ୍ରିନା କୈଫ ଓ ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନ ସାମିଲ ଅଛନ୍ତି । ଆଉ ବର୍ତ୍ତମାନ ସେ କ୍ୟୁଟ ଅଭିନେତ୍ରୀ ଆଲିୟା ଭଟ୍ଟଙ୍କ ସହ ରୋମାନ୍ସ କରିବାରେ ବ୍ୟସ୍ତ । କିନ୍ତୁ ଏବେ ଲାଗୁଛି ଯେ ବଲିଉଡର ଆଉ ଜଣେ ଅଭିନେତ୍ରୀଙ୍କ ହୃଦୟ ରଣବୀରଙ୍କ ଉପରେ ଆସିଯାଇଛି ।

ରଣବୀରଙ୍କ କ୍ୟୁଟନେସ ପାଇଁ ଧକ୍ ଧକ୍ ହେଉଛି ଆୟୁଷ୍ମାନ ଖୁରାନାଙ୍କ ଡ୍ରିମା ଗାର୍ଲ ନୁସରତ ଭାରୁଚାଙ୍କ ହୃଦୟ । ଖାଲି ଏତିକି ନୁହେଁ ସେ ବିଗ ବସ ହାଉସରେ ରଣବୀରଙ୍କ କେଉଁ ଲୁକ ଦେଖିବାକୁ ପସନ୍ଦ କରିବେ ତାହା ନେଇ ମଧ୍ୟ ଖୁଲାସା କରିଛନ୍ତି ।

ନିକଟରେ ରିଲିଜ ହୋଇଥିବା ଆଇଫା ଆୱାର୍ଡସର ନୂଆ ପ୍ରୋମୋ ଭିଡିଓରେ ନୁସରତ, ରଣବୀରଙ୍କୁ ଟାୱଲ ଲୁକ ଦେଖିବାକୁ ପସନ୍ଦ କରିବେ ବୋଲି କହିଛନ୍ତି । ଏହାପରେ ସେ ଆଲିୟାଙ୍କୁ ସରି ମଧ୍ୟ ମାଗିଥିଲେ ।

ପ୍ରକାଶ ଥାଉକି ଆଇଫା ହୋଷ୍ଟ ଆୟୁଷ୍ମାନ ପ୍ରଥମେ ବିକ୍କୀ କୌଶଲଙ୍କୁ ବିଗ ବସ ହାଉସରେ କାହାକୁ ଦେଖିବାକୁ ପସନ୍ଦ କରିବେ ପ୍ରଶ୍ନ କରିଥିଲେ । ଯାହାର ଜବାବରେ ବିକ୍କୀ କହିଥିଲେ କି ସେ ରଣବୀର ସିଂଙ୍କୁ ବିଗ ବସ ହାଉସରେ ଦେଖିବାକୁ ଚାହୁଁଛନ୍ତି । ଏହାପରେ ନୁସରତଙ୍କ ସହ କମେଡି କରି ଯେତେବେଳେ ଆୟୁଷ୍ମାନ ଏହି ପ୍ରଶ୍ନ ପଚାରିଲେ । ସଙ୍ଗେ ସଙ୍ଗେ ସେ ରଣବୀରଙ୍କ ଟାୱଲ ଲୁକରେ ଦେଖିବେ ବୋଲି କହିଥିଲେ । ଆଉ ସେଠାରେ ଉପସ୍ଥିତ ଥିବା ଆଲିୟାଙ୍କୁ ସରି ମାଗିଥିଲେ । ଯାହା ଦେଖି ଆଲିୟା ବହୁତ ହସିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.