ETV Bharat / sitara

ମା'ଙ୍କ ସହ ନୁସରତଙ୍କ ନୂଆ ଚ୍ୟାଲେଞ୍ଜ, ଭାଇରାଲ ଭିଡିଓ

author img

By

Published : Apr 26, 2020, 7:12 PM IST

ସୋସିଆଲ ମିଡିଆରେ ନୁସରତଙ୍କ ନୂଆ ଭିଡିଓ। ଏଥର ପ୍ରଶ୍ନ-ଉତ୍ତର ଗେମ ଖେଳୁଥିବାର ନଜର ଆସୁଛନ୍ତି ସେ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନୁସରତ ଭରୁଚା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନୁସରତ ଭରୁଚା

ମୁମ୍ବାଇ: ‘ପ୍ୟାର କା ପଞ୍ଚନାମା’ର ସଫଳତା ପରେ ବଲିଉଡରେ ପପୁଲାର ହୋଇଥିବା ଅଭିନେତ୍ରୀ ନୁସରତ ଭରୁଚା ଏହି ସମୟରେ ପରିବାର ସହ ଘରେ ଅଛନ୍ତି। ଲକଡାଉନ ପାଇଁ ସେ ମଧ୍ୟ ଅନ୍ୟ କାଳାକାରଙ୍କ ଭଳି ଘରେ ସମୟ ବିତାଇବା ସହ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ସହ କନେକ୍ଟ ରହୁଛନ୍ତି। ଯାହାର ଝଲକ ତାଙ୍କ ନୂଆ ସୋସିଆଲ ମିଡିଆ ପୋଷ୍ଟରେ ଦେଖିବାକୁ ମିଳୁଛି।

ଯେଉଁଥିରେ ସେ ନିଜ ମା'ଙ୍କ ସହ ପ୍ରଶ୍ନ-ଉତ୍ତର ସେଶନ କରୁଥିବାର ନଜର ଆସୁଛନ୍ତି। ବର୍ତ୍ତମାନ ତାଙ୍କର ଏହି ଭିଡିଓଟି ଖୁବ୍ ଭାଇରାଲ ହେବାରେ ଲାଗିଛି। ସେ ମା'ଙ୍କ ସହ ଏକ ଚ୍ୟାଲେଞ୍ଜ ସ୍ବୀକାର କରିଛନ୍ତି।

ଭିଡିଓଟି ଏକ ଡାଇଲଗ ଡବିଂର। ଯେଉଁଥିରେ ଅନେକ ପ୍ରଶ୍ନ ବ୍ୟାକଗ୍ରାଉଣ୍ଡରୁ ପଚାରାଯାଉଛି । ଆଉ ନୁସରତ ଓ ତାଙ୍କ ମା' ଆଖି ବନ୍ଦ କରି ଏହି ସବୁ ପ୍ରଶ୍ନର ଉତ୍ତର ଦେବାରେ ଲାଗିଛନ୍ତି। ସେହିପରି ତାଙ୍କୁ ପଚାରଯାଉଥିବା ପ୍ରଶ୍ନ ଲକଡାଉନକୁ ନେଇ ଥିଲା । ଦେଖନ୍ତୁ ଭିଡିଓ...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.