ETV Bharat / sitara

କୁହୁଳିଲା କୃଷ୍ଣସାର ମୃଗ ନିଆଁ, ହମ ସାଥ ସାଥ ହୈ ଟିମକୁ ନୋଟିସ - sonali bendre

କୃଷ୍ଣସାର ମୃଗ ମାମଲାରେ ହମ ସାଥ ସାଥ ହୈ ଫିଲ୍ମ କଳାକାରମାନଙ୍କୁ ନୋଚିସ ଜାରି କରିଛି ରାଜସ୍ଥାନ ହାଇକୋର୍ଟ ।

ଡିଜାଇନ ଫଟୋ
author img

By

Published : May 21, 2019, 10:39 AM IST

ହାଇଦ୍ରାବାଦ: କୃଷ୍ଣସାର ମୃଗ ମାମଲାରେ ତବୁ, ସୈଫ ଅଲ୍ଲୀ ଖାନ, ସୋନାଲୀ ବେନ୍ଦ୍ରେ, ନୀଳମ କୋଠାରୀଙ୍କୁ ରାଜସ୍ଥାନ ହାଇକୋର୍ଟ ପୁଣି ନୋଟିସ ଜାରି କରିଛି । ପୂର୍ବରୁ ମାର୍ଚ୍ଚ 11ରେ ଏହି ମାମଲାରେ ନୀଲମଙ୍କୁ ନୋଟିସ ଜାରି କରାଯାଇଥିଲା ।

salman khan
ଫାଇଲ ଫଟୋ

ତେବେ ଏହି ମାମଲାରେ ପ୍ରମାଣ ଅଭାବରୁ ସଲମାନଙ୍କୁ ବାଦ ଦେଇ ଅନ୍ୟ ସମସ୍ତ କଳାକାରଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଥିଲା ମାତ୍ର ଏହାକୁ ନେଇ ପ୍ରଶ୍ନ ଉଠାଇଛି ରାଜସ୍ଥାନ ସରକାର । ତେଣୁ ବଲିଉଡର ଏହି କଳାକାର ମାନଙ୍କୁ ପୁଣି ନୋଟିସ କରିଛି ହାଇକୋର୍ଟ ।

ରାଜସ୍ଥାନରେ 1998ରେ 'ହମ ସାଥ ସାଥ ହେ'ର ସୁଟିଂ ସମୟରେ ଫିଲ୍ମର ଷ୍ଟାରକାଷ୍ଟ ସଲମାନଙ୍କ ସହ ସୈଫ ଅଲ୍ଲୀ ଖାନ, ତବୁ, ସୋନାଲୀ ବେନ୍ଦ୍ରେ, ନୀଳମ କୋଠାରୀ ଦୁଇଟି କଳାହରିଣର ଶିକାର କରିଥିଲେ । ତେବେ ଜୀବ ସଂରକ୍ଷଣ ନିୟମ ଧାରା 51 ଅନୁସାରେ ସଲମାନଙ୍କୁ 5 ବର୍ଷ କାରାଦଣ୍ଡ ହେବା ସହ 10,000 ଜୋରିମାନା ଦେବାକୁ ଆଦେଶ ହୋଇଥିଲା ।

Intro:Body:

GFH

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.