ETV Bharat / sitara

ଏହି ସୁପରଷ୍ଟାରଙ୍କୁ ଇନଷ୍ଟାଗ୍ରାମରେ ଫଲୋ କରନ୍ତି ପ୍ରଭାସ, ଜାଣନ୍ତୁ କିଏ ?

author img

By

Published : Jun 20, 2021, 10:41 PM IST

ଏବେ ସାଉଥ ସୁପରଷ୍ଟାର ପ୍ରଭାସଙ୍କ ବିଷୟରେ ଏକ ରୋଚକ ଖବର ସାମ୍ନାକୁ ଆସିଛି । ପ୍ରଭାସ ଚଳଚ୍ଚିତ୍ର ସହିତ ସୋସିଆଲ ମିଡିଆରେ ବେଶ ଆକ୍ଟିଭ ରହନ୍ତି । କିନ୍ତୁ ଆପଣ ଜାଣନ୍ତି କି ପ୍ରଭାସ କେବଳ ଇନଷ୍ଟାଗ୍ରାମରେ 14 ଜଣଙ୍କୁ ଫଲୋ କରନ୍ତି । ଆସନ୍ତୁ ଜାଣିବା ସେମାନେ କିଏ ?

not-shahrukh-khan-and-salman-khan-bahubali-star-prabhas-follow-this-superstar-on-instagram
ଏହି ସୁପରଷ୍ଟାରଙ୍କୁ ଇନଷ୍ଟାଗ୍ରାମରେ ଫର୍ଲୋ କରନ୍ତି ପ୍ରଭାସ, ଜାଣନ୍ତୁ କିଏ ?

ନୂଆଦିଲ୍ଲୀ: ଏବେ ସାଉଥ ସୁପରଷ୍ଟାର ପ୍ରଭାସଙ୍କ ବିଷୟରେ ଏକ ରୋଚକ ଖବର ସାମ୍ନାକୁ ଆସିଛି । ପ୍ରଭାସ ଚଳଚ୍ଚିତ୍ର ସହିତ ସୋସିଆଲ ମିଡିଆରେ ବେଶ ଆକ୍ଟିଭ ରହନ୍ତି ।

ଇନଷ୍ଟାଗ୍ରାମରେ ପ୍ରଭାସଙ୍କ ଫଲୋଅର୍ସଙ୍କ ସଂଖ୍ୟା 60 ଲକ୍ଷରୁ ଅଧିକ । ପ୍ରଭାସ ବର୍ତ୍ତମାନ ପର୍ଯ୍ୟନ୍ତ 100 ରୁ ଅଧିକ ପୋଷ୍ଟ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି ।

କିନ୍ତୁ ଆପଣ ଜାଣନ୍ତି କି ପ୍ରଭାସ କେବଳ ଇନଷ୍ଟାଗ୍ରାମରେ 14 ଜଣଙ୍କୁ ଫଲୋ କରନ୍ତି । ସେଥିମଧ୍ୟରୁ 7 ଜଣ ବଲିଉଡର ଅଟନ୍ତି । ସାତଜଣଙ୍କ ମଧ୍ୟରୁ 5 ଜଣ ବଲିଉଡ ଅଭିନେତ୍ରୀ ଏବଂ ଦୁଇଜଣ ଅଭିନେତା । ଆସନ୍ତୁ ଜାଣିବା ସେମାନେ କିଏ ?

ପ୍ରଭାସ ଇନଷ୍ଟାଗ୍ରାମରେ ଦୀପିକା ପାଦୁକୋନ, ଶ୍ରଦ୍ଧା କପୁର, କ୍ରିତି ସେନନ, ଶ୍ରୁତି ହାସନ, ଭାଗ୍ୟଶ୍ରୀ ଏବଂ ପୂଜା ହେଗଡେଙ୍କୁ ଫଲୋ କରିଛନ୍ତି ।

ବଲିଉଡରେ ଅନେକ ସୁପରଷ୍ଟାର ଅଛନ୍ତି କିନ୍ତୁ ପ୍ରଭାସ ଇନଷ୍ଟାଗ୍ରାମରେ ବଲିଉଡର ସମ୍ରାଟ ଅମିତାଭ ବଚ୍ଚନ ଏବଂ ସନ୍ନି ସିଂଙ୍କୁ ଫଲୋ କରନ୍ତି ।

ପ୍ରକାଶ ଥାଉ ଯେ, ପ୍ରଭାସ ଏସ୍ ଏସ୍ ରାଜାମୈଉଲିଙ୍କ ବ୍ଲକବଷ୍ଟର 'ବାହୁବଲୀ'ରେ ଚମତ୍କାର ଅଭିନୟ କରି ଲୋକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.