ETV Bharat / sitara

କନିକାଙ୍କ ନୂଆ ଗୀତ 'ଲଙ୍ଗ ନାଇଟ୍ସ' ରିଲିଜ

author img

By

Published : Jan 30, 2021, 3:51 PM IST

ଗାୟିକା କନିକା କପୁର ତାଙ୍କର ନୂଆ ଗୀତ 'ଲଙ୍ଗ ନାଇଟ୍ସ' ରିଲିଜ୍ କରିଛନ୍ତି । ଏହି ନୂତନ ଗୀତକୁ କନିକା ଏବଂ ଅମର ସାନ୍ଧୁ ଗାଇଛନ୍ତି । ଅଧିକ ପଢନ୍ତୁ...

new-track-from-kanika-kapoor-label-long-nights-released
କନିକାଙ୍କ ନୂଆ ଗୀତ 'ଲଙ୍ଗ ନାଇଟ୍ସ' ରିଲିଜ

ମୁମ୍ବାଇ: ଗାୟିକା କନିକା କପୁର ତାଙ୍କ ମ୍ୟୁଜିକ୍ ଲେବଲ୍ ଅନ୍ତର୍ଗତ ନୂଆ ଗୀତ ରିଲିଜ କରିଛନ୍ତି । ସ୍ବାଧୀନ କଳାକାର ଏବଂ ସ୍ବାଧୀନ ସଙ୍ଗୀତକୁ ସମର୍ଥନ କରିବାକୁ ସେ ଫ୍ୟାନ୍ସଙ୍କୁ ଅନୁରୋଧ କରିଥିଲେ । ଗୀତ 'ଲଙ୍ଗ ନାଇଟ୍ସ' ହେଉଛି କନିକା ମ୍ୟୁଜିକ୍ ଲେବଲ୍ ଅନ୍ତର୍ଗତ ପ୍ରଥମ ଟ୍ରାକ୍ ।

ଗୀତ ବିଷୟରେ କନିକା କହିଛନ୍ତି, ମୁଁ ଏହି ଗୀତକୁ ହୃଦୟରୁ ଗାଇଛି । ​​ଲକଡାଉନ୍ ସମୟରେ ମୁଁ ଏହି ଟ୍ରାକରେ କାମ କରିଥିଲି । ଆମେ ଆଶା କରୁଛୁ ଆପଣ ଏହାକୁ ପସନ୍ଦ କରିବେ । ସ୍ବାଧୀନ କଳାକାର ଏବଂ ସ୍ବାଧୀନ ସଙ୍ଗୀତକୁ ସମର୍ଥନ କରନ୍ତୁ ।

ପ୍ରକାଶ ଥାଉ ଯେ, ଏହି ନୂତନ ଗୀତକୁ କାନିକା ଏବଂ ଅମର ସାନ୍ଧୁ ଗାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.