ETV Bharat / sitara

‘ସନଫ୍ଲାୱାର’ରେ ସାମିଲ ହେଲେ ଏହି ଷ୍ଟାରକାଷ୍ଟ

author img

By

Published : Feb 3, 2021, 10:39 AM IST

ଜି 5ରେ ଖୁବଶୀଘ୍ର ଷ୍ଟ୍ରିମିଂ ହେବ ସୁନୀଲଙ୍କ ନୂଆ ସିରିଜ ସନଫ୍ଲାୱାର । ବର୍ତ୍ତମାନ ଯେଉଁଥିରେ କାଷ୍ଟ ହୋଇଛନ୍ତି ଅନେକ ଷ୍ଟାର୍ସ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ନିର୍ଦ୍ଦେଶକ ବିକାଶ ବହଲ ଓ ରାହୁଲ ସେନଗୁପ୍ତାଙ୍କ ଆଗାମୀ ସିରିଜ ‘ସନଫ୍ଲାୱାର’କୁ ନେଇ କିଛି ଦିନରୁ ଚର୍ଚ୍ଚା ଜୋର ଧରିଛି । ଜି 5ରେ ଷ୍ଟ୍ରିମିଂ ହେବାକୁ ଯାଉଥିବା ଏହି ସିରିଜରେ ମୁଖ୍ୟ ଭୂମିକାରେ ନଜର ଆସିବେ ଅଭିନେତା ସୁନୀଲ ଗ୍ରୋଭର । ଇତିମଧ୍ୟରେ ସିରିଜରେ ଅନ୍ୟ ଷ୍ଟାରକାଷ୍ଟଙ୍କ ସାମିଲ ହେବା ଖବର ସାମ୍ନାକୁ ଆସିଛି ।

ଶୁଣିବାକୁ ମିଳୁଛି ଯେ ବର୍ତ୍ତମାନ ସିରିଜରେ ଏଣ୍ଟ୍ରି ମାରିଛନ୍ତି ଅଭିନେତା ରଣବୀର ସୌରୀ, ମୁକୁଲ ଚଡ୍ଡା, ଗିରିଶ କୁଲକର୍ଣ୍ଣି, ସୋହନାଲି ନାଗରାନୀ, ସୋନଲ ଝା, ରାଧା ଭଟ୍ଟ, ଆଶିଷ ବିଦ୍ୟାର୍ଥୀ, ସଲୋନି ଖାନା ଏବଂ ଅଶ୍ବିନ କୌଶଲ ଭଳି କଳାକାର ।

ନିର୍ମାତାଙ୍କ ଅନୁଯାୟୀ ‘ସନଫ୍ଲାୱାର’ ମୁମ୍ବାଇରେ ଏକ ମଧ୍ୟବିତ୍ତ ଗୃହ ସମାଜର କାହାଣୀକୁ ନେଇ ଆଧାରିତ । ଯେଉଁଥିରେ ମୁଖ୍ୟ ପ୍ରସଙ୍ଗକୁ ପର୍ଯ୍ୟବେଶିତ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.