ETV Bharat / sitara

ବିହାରରେ ସୁଶାନ୍ତଙ୍କ ନାମରେ ନାମିତ ହେଲା ରାସ୍ତା

ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାକୁ ଯାଇ ତାଙ୍କ ଗାଁ ଲୋକେ ଏକ ମହାନ କାର୍ଯ୍ୟ କରିଛନ୍ତି । ମଧୁବନୀରୁ ମାତା ଚୌକ ପର୍ଯ୍ୟନ୍ତ ଯାଉଥିବା ରାସ୍ତାକୁ ଏବେ ସୁଶାନ୍ତ ସିଂ ରାଜପୁତ ରାସ୍ତା କୁହାଯିବ ।

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Jul 11, 2020, 12:12 PM IST

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ 28 ଦିନ ପୂରଣ ହୋଇସାରିଲାଣି । ହେଲେ ଏଯାବତ ତାଙ୍କ ମୃତ୍ୟୁକୁ ନେଇ କେହି ବିଶ୍ବାସ କରିପାରୁନାହାଁନ୍ତି । ସୁଶାନ୍ତ ହଠାତ୍ ଆତ୍ମହତ୍ୟା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ତାଙ୍କୁ ମନେ ପକାଇ ଫ୍ୟାନ୍ସ ସୋସିଆଲ ମିଡିଆରେ ତାଙ୍କର ଅନେକ ଥ୍ରୋବ୍ୟାକ ଫଟୋ, ଭିଡିଓ ସେୟାର କରି ଇମୋଶନାଲ ନଜର ଆସୁଛନ୍ତି । ଇତିମଧ୍ୟରେ ଇଣ୍ଟନେଟରେ ଆଉ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଯେଉଁଥିରେ ଦେଖିବାକୁ ମିଳୁଛି ବିହାରର ପୂର୍ଣ୍ଣିୟାରେ ଏକ ରାସ୍ତାର ନାମ ସୁଶାନ୍ତଙ୍କ ନାମରେ ରଖାଯାଉଛି । ଏହି ଭିଡିଓଟିକୁ ଦେଖି ପୁଣିଥରେ ସମସ୍ତେ ଭାବୁକ ହୋଇଉଠିଛନ୍ତି । ଆଉ ଟ୍ବିଟରେ ପୁଣିଥରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି ଫ୍ୟାନ୍ସ ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ପ୍ରକାଶ ଥାଉକି ସୁଶାନ୍ତ ପୂର୍ଣ୍ଣିୟାର ମଲଡୀହା ଗାଁର ବାସିନ୍ଦା ଥିଲେ । ଏହି ମାମଲାରେ ସେଠାକାର ମେୟର ସବିତା ଦେବୀ କହିଛନ୍ତି ଯେ ସୁଶାନ୍ତ ଜଣେ ମହାନ କଳାକାର ଥିଲେ । ତାଙ୍କ ନାମରେ ରାସ୍ତାର ନାମକୁ ପରିଣତ କରିବା ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବାର ଏକ ଉପାୟ । ମଧୁବନୀରୁ ମାତା ଚୌକ ପର୍ଯ୍ୟନ୍ତ ଯାଉଥିବା ରାସ୍ତାକୁ ଏବେ ସୁଶାନ୍ତ ସିଂ ରାଜପୁତ ରାସ୍ତା କୁହାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.