ETV Bharat / sitara

ମୁମ୍ବାଇ ବର୍ଷା: ସୁରକ୍ଷିତ ରହିବାକୁ ବଲିଉଡ କଳାକାରଙ୍କ ଆହ୍ବାନ

ସୋସିଆଲ ମିଡିଆରେ ମୁମ୍ବାଇବାସୀଙ୍କୁ ସୁରକ୍ଷିତ ରହିବାକୁ ବଲିଉଡ କଳାକାରଙ୍କ ଆହ୍ବାନ । ଟ୍ବିଟ କରି ସୁରକ୍ଷା ପଦକ୍ଷେପ ଆପଣାଇବାକୁ ଷ୍ଟାର୍ସଙ୍କ ନିବେଦନ ।

author img

By

Published : Jul 3, 2019, 2:55 PM IST

ଡିଜାଇନ ଫଟୋ

ମୁମ୍ବାଇ: ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେଉଛନ୍ତି ମୁମ୍ବାଇବାସୀ । ଅବିଶ୍ରାନ୍ତ ବର୍ଷା ପାଇଁ ମୁମ୍ବାଇର ଯାତାୟତ ଏକ ପ୍ରକାର ଠପ୍ ହୋଇଯାଇଛି । ବର୍ତ୍ତମାନ ସମୟରେ ମୁମ୍ବାଇବାସୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପାଖାପାଖି 45 ବର୍ଷ ପରେ ମୁମ୍ବାଇରେ ଏପରି ବର୍ଷା ଦେଖିବାକୁ ମିଳୁଛି । ଯେଉଁଠାରେ ବିଗ-ବି ଅମିତାଭ ବଚ୍ଚନ ବର୍ଷାକୁ ନେଇ ସୋସିଆଲ ମିଡିଆରେ ମଜାକ ଉଡାଇଛନ୍ତି, ସେଠି କିଛି କଳାକାର ମୁମ୍ବାଇବାସୀଙ୍କୁ ନିଜର ଦାୟିତ୍ବ ନେବା ସହ ସୁରକ୍ଷିତ ରହିବାକୁ କହିଛନ୍ତି ।

photo-1
ଫଟୋ ସୌଜନ୍ୟ: ଟ୍ବିଟର@ବିବେକ ଓବରାୟ

ଅଭିନେତ୍ରୀ ଆଲିୟା ଭଟ୍ଟ ଟ୍ବିଟ କରି ଲେଖିଛନ୍ତି, "ମୁମ୍ବାଇ, ଷ୍ଟେଏ ଡ୍ରାଏ, ଷ୍ଟ୍ରେଏ ସେଫ ।" ସେହିପରି ଅଭିନେତା ବିବେକ ଓବରାୟ ଲେଖିଛନ୍ତି, "ପରସ୍ପର ସଜାଗ ରୁହନ୍ତୁ ଏବଂ ପରସ୍ପରକୁ ସାହାଯ୍ୟ କରନ୍ତୁ । ଦୟାକରି ସୁରକ୍ଷିତ ରହିବା ସହ ସୁରକ୍ଷା ବ୍ୟବସ୍ଥା ଆପଣାନ୍ତୁ । ଆମେ ସମସ୍ତେ ପରସ୍ପର ସହ ରହିଛେ ।"

photo-4
ଫଟୋ ସୌଜନ୍ୟ: ଟ୍ବିଟର@ଆଲିୟା

ଅଭିନେତ୍ରୀରୁ କଂଗ୍ରେସ ନେତ୍ରୀ ସାଜିଥିବା ରଙ୍ଗୀଲା ଗାର୍ଲ ଉର୍ମିଲା ମାତୋଣ୍ଡକର ମଧ୍ୟ ଟ୍ବିଟ କରି ଲେଖିଛନ୍ତି, " ମଲାଡ କାନ୍ଥ ଭୁଶୁଡିବା ଖବର ଶୁଣି ମୁଁ ବହୁତ ଦୁଃଖି। ମୋର ବିଚାର ଏବଂ ପ୍ରାର୍ଥନା ମୃତକଙ୍କ ପରିବାର ସହ ରହିଛି ।" ଅନ୍ୟପଟେ ହୁମା ଟ୍ବିଟ କରି ଲେଖିଛନ୍ତି, "ଡିଏର ମୁମ୍ବାଇ ସୁରକ୍ଷିତ ରୁହ ।"

photo-2
ଫଟୋ ସୌଜନ୍ୟ: ଟ୍ବିଟର@ହୁମା ଖୁରୈସି
photo-3
ଫଟୋ ସୌଜନ୍ୟ: ଟ୍ବିଟର@ଉର୍ମିଲା

Intro:Body:

BLANK

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.