ETV Bharat / sitara

ମୁମ୍ବାଇ ପୋଲିସକୁ 8ଟି ହୋଟେଲ ଦାନ କଲେ ନିର୍ଦ୍ଦେଶିକ ରୋହିତ

author img

By

Published : Apr 22, 2020, 7:42 AM IST

ରୋହିତ ସେଟ୍ଟୀଙ୍କ ମହାନତା। ଦାନ କଲେ ନିଜର 8ଟି ହୋଟେଲ। ଏହାସହ ମୁମ୍ବାଇ ପୋଲିସକୁ ଖାଦ୍ୟ ମଧ୍ୟ ଯୋଗାଇବେ।

rohit shetty
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରୋହିତ ସେଟ୍ଟୀ

ମୁମ୍ବାଇ: ପୁରା ଦେଶରେ କୋରୋନା ଭାଇରସକୁ ନେଇ ଲଢେଇ ଚାଲିଛି। କୋଭିଡ 19 ବିରୋଧରେ ସେଲିବ୍ରିଟି ସହଯୋଗ ମୈଇଦାନରେ ଧିରେ ଧିରେ କରି ଓହ୍ଲାଇବାରେ ଲାଗିଛନ୍ତି। କେବଳ ଷ୍ଟାର୍ସ ଆର୍ଥିକ ରୂପେ ନୁହେଁ ଯୋଦ୍ଧାଙ୍କୁ ମନୋବଳ ବଢାଇବାରେ ମଧ୍ୟ ସହଯୋଗ କରୁଛନ୍ତି। ଇତିମଧ୍ୟରେ ବି-ଟାଉନର ଆକ୍ସନ ନିର୍ମାତା ମୁମ୍ବାଇ ପୋଲିସଙ୍କୁ ସହଯୋଗ କରିବାକୁ ସାମ୍ନାକୁ ଆସିଛନ୍ତି।

tweet
ଫଟୋ ସୌଜନ୍ୟ: ଟ୍ବିଟର@ମୁମ୍ବାଇ ପୋଲିସ

କୋରୋନା ବିରୋଧ ଲଢେଇ ପାଇଁ ରୋହିତ ପୋଲିସକୁ ନିଜର 8ଟି ହୋଟେଲ ଦାନ କରିଦେଇଛନ୍ତି। ମୁଖ୍ୟ କଥା ହେଲା ଯେ କୋରୋନା ସହ ଲଢୁଥିବା ମୁମ୍ବାଇ ପୋଲିସକୁ ଜଳଖିଆ ଏବଂ ରାତ୍ରି ଭୋଜନ ମଧ୍ୟ ଦିଆଯିବା।

ଏହି ଅବସରରେ ପୋଲିସ ସୋସିଆଲ ମିଡିଆରେ ରୋହିତଙ୍କୁ ଏହି ମହାନ କାର୍ଯ୍ୟ ପାଇଁ ଧନ୍ୟବାଦ ଜଣାଇଛନ୍ତି । ଏହାପୂର୍ବରୁ ରୋହିତ ଅନେକ ଲୋକଙ୍କୁ ସାହାଯ୍ୟ କରିସାରିଲେଣି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.