ETV Bharat / sitara

ଆମେରିକାର ସମୁଦ୍ର କୂଳରେ ମିଲିନ୍ଦ-ଅଙ୍କିତାଙ୍କ ରୋମାନ୍ସ

author img

By

Published : Oct 19, 2020, 9:18 PM IST

ଭାଇରାଲ ହେଲା ମିଲିନ୍ଦଙ୍କ ନୂଆ ଫଟୋ । ପତ୍ନୀଙ୍କ ସହ ଏବେ ଆମେରିକାରେ କରୁଛନ୍ତି ମସ୍ତି । ଅଧିକା ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମିଲିନ୍ଦ ସୋମନ୍
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମିଲିନ୍ଦ ସୋମନ୍

ମୁମ୍ବାଇ: ଲକଡାଉନ ପାଇଁ ଦୀର୍ଘ ସମୟରୁ ଘରେ ବନ୍ଦ ଥିବା ସେଲିବ୍ରିଟି ଧିରେ ଧିରେ ନିଜ କାମକୁ ଫେରିବା ସହ ପରିବାର ସହିତ ବୁଲିବାକୁ ମଧ୍ୟ ବାହାରିଲେଣି। ଏହି କ୍ରମରେ ସାମିଲ ଅଛନ୍ତି ରୋମାଣ୍ଟିକ କପଲ ମିଲିନ୍ଦ ସୋମନ୍ ଓ ଅଙ୍କିତା । ସେ ପତ୍ନୀଙ୍କ ସହ ଏବେ ଆମେରିକାରେ ସମୟ ବିତାଉଛନ୍ତି । ସେ ତାଙ୍କର ଆକର୍ଷଣୀୟ ଯାତ୍ରାର କିଛି ଫଟୋ ସୋସିଆଲ ମିଡିଆରେ ସେୟାର ମଧ୍ୟ କରିଛନ୍ତି । ଅନେକ ଫଟୋରେ ଅଙ୍କିତାଙ୍କ ସହ ରୋମାଞ୍ଚକର ପୋଜ୍ ଦେଉଥିବାର ନଜର ଆସିଛନ୍ତି । ଏହାସହ ସେ ଯାତ୍ରାର ଅନୁଭୂତି ଫ୍ୟାନ୍ସଙ୍କ ସହ ବାଣ୍ଟିଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମିଲିନ୍ଦ ସୋମନ୍
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମିଲିନ୍ଦ ସୋମନ୍

ଆମେରିକାର ସମୁଦ୍ର କୂଳରେ ଦେଖିବାକୁ ମିଳୁଛି ଅଙ୍କିତା ଓ ମିଲିନ୍ଦଙ୍କ ରୋମାନ୍ସ । ଫଟୋ ପୋଷ୍ଟ କରି ମିଲିନ୍ଦ ଲେଖିଛନ୍ତି, ‘ଆଉ ଏକ ପୋଜ୍ ଆଉ ଏକ ସମୁଦ୍ର ୟୁଏସର ଇଷ୍ଟ କୋଷ୍ଟରେ ଆମେ । ଆଜି ସୂର୍ଯ୍ୟ ମଧ୍ୟ ଉଦୟ ହୋଇଛି । ଆଜି ସବୁଠାରୁ ସୁନ୍ଦର ଏବଂ ଭିଡ ସମୁଦ୍ର କୂଳ ଖାଲି ଅଛି । କେବଳ ମୁଁ ଆଉ ଅଙ୍କିତା । ଦୂର ପର୍ଯ୍ୟନ୍ତ କେହି ନାହାଁନ୍ତି ।’

ପ୍ରକାଶ ଥାଉକି ସମୁଦ୍ର କୂଳରେ ଏହି ଯୋଡିଙ୍କ କେବଳ ରୋମାନ୍ସ ଦେଖିବାକୁ ମିଳୁନାହିଁ । ଦୁଇଜଣ ଯୋଗ ମଧ୍ୟ କରୁଥିବାର ନଜର ଆସୁଛନ୍ତି । ଦେଖନ୍ତୁ ଫଟୋ...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.