ETV Bharat / sitara

କୋରୋନାକୁ ମାତ୍ ଦେଲେ ମିଲିନ୍ଦ, ଏବେ ଦାନ କରିବେ ପ୍ଲାଜମା

author img

By

Published : May 1, 2021, 1:58 PM IST

ଭାଇରାଲ ହେଲା ମିଲିନ୍ଦଙ୍କ ନୂଆ ଭିଡିଓ । ଯାହାକୁ ସେୟାର କରି ସୁସ୍ଥ ଥିବା ସୂଚନା ଦେବା ସହ ପ୍ଲାଜମା ଦାନ କରିବା କଥା ମଧ୍ୟ ସମସ୍ତଙ୍କୁ ଜଣାଇଛନ୍ତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମିଲିନ୍ଦ ସୋମନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମିଲିନ୍ଦ ସୋମନ

ମୁମ୍ବାଇ: ବଲିଉଡର ଫେମସ ଆକ୍ଟର ତଥା ସୁପର ମଡେଲ ମିଲିନ୍ଦ ସୋମନ ନିକଟରେ କୋରୋନା ସଂକ୍ରମିତ ହୋଇଥିଲେ । ହେଲେ ବର୍ତ୍ତମାନ ସେ ସୁସ୍ଥ ହୋଇ ଘରେ ଅଛନ୍ତି । ଆଉ ନିଜର ନିୟମିତ ୱାର୍କଆଉଟ କରି ଫିଟ୍ ରହିବାକୁ ଚେଷ୍ଟା ଚଳାଇଛନ୍ତି । ଏହାସହ ସେ ଅନ୍ୟ କୋରୋନା ରୋଗୀଙ୍କୁ ବଞ୍ଚାଇବା ପାଇଁ ବଡ ନିଷ୍ପତ୍ତି ନେଇଛନ୍ତି । ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ।

ଅଭିନେତା ନିଜ ପ୍ଲାଜମା ଦାନ କରିବାକୁ ଘୋଷଣା କରିଛନ୍ତି। ଯାହାଦ୍ବାରା ସେ ଅନ୍ୟ କୋରୋନା ରୋଗୀଙ୍କୁ ସାହାଯ୍ୟ କରିପାରିବେ । ଏହାର ସୂଚନା ସେ ଇନଷ୍ଟାଗ୍ରାମରେ ନିଜର ଏକ ୱାର୍କଆଉଟ ଭିଡିଓ ସେୟାର କରି ଦେଇଛନ୍ତି ।

ଯାହାର କ୍ୟାପସନରେ ଲେଖିଛନ୍ତି, ‘ଏବେ ଏମିତି ଅନୁଭବ ହେଉଛି ଯେ ମୁଁ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହୋଇସାରିଛି । ଆଉ ୧୦ ଦିନ ମଧ୍ୟରେ ପ୍ଲାଜମା ଦାନ କରିବାକୁ ପ୍ରସ୍ତୁତ ହେବେ। କାରଣ କୋରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ରକ୍ତ ପ୍ଲାଜମା ଜୀବନ ରକ୍ଷା କରିବାରେ ସାହାଯ୍ୟ କରିଥାଏ ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.