ETV Bharat / sitara

ମୃତ୍ୟୁକୁ ମାତ ଦେଇଥିଲେ ମାଇକେଲ...ଜାଣନ୍ତୁ ଏହାର ରହସ୍ୟ - pop singer

ପୁରା ବିଶ୍ବରେ ସ୍ବର୍ଗୀୟ ପପ ଗାୟକ ଏବଂ ଡାନ୍ସର ମାଇକେଲ ଜ୍ୟାକ୍ସନକୁ କିଏ ଅବ ଭଲ ନପାଆନ୍ତି । ତାଙ୍କ ଗୀତରେ ଝୁମୁଥିଲେ ଦର୍ଶକ । ପୁରା ଦୁନିଆରେ ଦେଖିବାକୁ ମିଳିଥିଲା ମାଇକେଲଙ୍କ ଯାଦୁ । କିନ୍ତୁ ସେ ଏକଦା ମୃତ୍ୟୁକୁ ମାତ ଦେଇ ବଞ୍ଚିଯାଇଥିଲେ ବୋଲି ହୁଏତଃ ତାଙ୍କର କିଛି ଫ୍ୟାନ୍ସଙ୍କୁ ଜଣାଥିବ ।

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ
author img

By

Published : Feb 16, 2019, 4:01 PM IST

ନୂଆଦିଲ୍ଲୀ: ସ୍ବର୍ଗୀୟ ଫେମସ ପପ ଗାୟକ ଡ୍ୟାନ୍ସର ମାଇକେଲ ଜ୍ୟାକ୍ସନ ସବୁ ବର୍ଗର ଲୋକଙ୍କ ପାଖରେ ଥିଲେ ଆଦୃତ । ଯୁବପିଢୀ ଠାରୁ ନେଇ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କ ଡ୍ୟାନ୍ସରେ ଥିଲେ ମତୁଆଲା । ସେ କେବଳ ସିଙ୍ଗର ନଥିଲେ ବରଂ ବେଷ୍ଟ ଷ୍ଟେଜ ପରଫର୍ମର ମଧ୍ୟ ଥିଲେ । ହୁଏତଃ ବହୁତ କମ ଲୋକ ଜାଣିଥିବେ କି 2001ରେ ଆମେରିକାର ଟୁଇନ ଟାୱାର୍ସରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ମାଇକେଲ ମୃତ୍ୟୁକୁ ମାତ ଦେଇ ନିଜକୁ ବଞ୍ଚାଇଥିଲେ ।

ପ୍ରକାଶ ଥାଉକି ଜ୍ୟାକ୍ସନ 2001 ସେପ୍ଟେମ୍ବରରେ ଆମେରିକାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପୀଡିତଙ୍କ ମଧ୍ୟରୁ ଅନ୍ୟତମ ହୋଇପାରିଥାଆନ୍ତେ । କିନ୍ତୁ କଥାରେ କୁହାଯାଇଛି କି "ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ" । ଏହି କଥାକୁ ସାବ୍ୟସ୍ତ କରିଥିଲେ ସେହି ଦିନ ମାଇକେଲ । ଖବର ଅନୁଯାୟୀ ଆକ୍ରମଣରେ ପାଖାପାଖି 3,000 ଲୋକଙ୍କ ମୃତ୍ୟୁ ଘଟିଥିଲା । ଯେତେବେଳେ ଆତଙ୍କବାଦୀ ଟୁଇନ ଟାୱର୍ସକୁ ବିମାନ ଦ୍ବାରା ଧକ୍କା ଦେଇଥିଲେ, ସେହି ସମୟରେ ଅଧିକ ସମୟ ପର୍ଯ୍ୟନ୍ତ ଘରେ ଶୋଇ ପଡିଥିଲେ ମାଇକେଲ । ଖବର ଅନୁଯାୟୀ ସେହି ଦିନ ଟୁଇନ ଟାୱାର୍ସରେ ଗୋଟିଏ ବିଭାଗରେ ତାଙ୍କର ମିଟିଂ ଥିଲା । ଶୋଇଥିବା ହେତୁ ସେ ମିଟିଂରେ ସାମିଲ ହୋଇପାରିନଥିଲେ ।

ମାଇକେଲଙ୍କ ଭାଇ ଜର୍ମେନ ଜ୍ୟାକ୍ସନଙ୍କ ବାୟୋଗ୍ରାଫି 'ୟୁ ନଟ ଏଲୋନ: ମାଇକଲ: ଥ୍ରୁ ଏ ବ୍ରଦର ଆଇଜ'ରେ ଲେଖିଥିଲେ, "ତାଙ୍କ ପରିବାରକୁ ଜଣାନଥିଲା କି ସେହି ଦିନ ମାଇକେଲ ଟୁଇନ ଟାୱାର୍ସରେ ଗୋଟିଏ ମିଟିଂ ପାଇଁ ସାମିଲ ହେବେ ବୋଲି ।"

undefined

ଖାଲି ଏତିକି ନୁହେଁ ବାୟୋଗ୍ରାଫିରେ ଏହା ମଧ୍ୟ ଲେଖାଯାଇଥିଲା କି ମାଆ କ୍ୟାଥରୀନଙ୍କ ସହ ବିଳମ୍ବ ରାତି ପର୍ଯ୍ୟନ୍ତ କଥା ହେବା ହେତୁ ମାଇକେଲ ସକାଳେ ଅଧିକ ସମୟ ପର୍ଯ୍ୟନ୍ତ ଶୋଇପଡିଥିଲେ ।

ଆକ୍ରମଣ ପରେ ମାଇକେଲ ଏକ ସାକ୍ଷାତକାରରେ କହିଥିଲେ, "ମା' ଆପଣଙ୍କ ପାଇଁ ମୁଁ ଆଜି ଠିକ୍ ଅଛି । ଆପଣ ବିଳମ୍ବ ପର୍ଯ୍ୟନ୍ତ କଥା ହୋଇଥିଲେ ଯେଉଁଥିପାଇଁ ମୁଁ ସକାଳେ ଅଧିକ ସମୟ ଶୋଇପଡିଥିଲା, ତେଣୁ ମିଟିଂରେ ସାମିଲ ହୋଇପାରିନଥିଲି । "

ଦୁନିଆର ସବୁଠାରୁ ବଡ ଆତଙ୍କବାଦୀ ଆକ୍ରମଣରୁ ବଞ୍ଚିଯାଇଥିଲା ମାଇକେଲ କିନ୍ତୁ 2009ରେ ମାତ୍ର 50 ବର୍ଷ ବୟସରେ ସେ ହୃଦଘାତରେ ମୃତ୍ୟୁ ବରଣ କରିଥିଲେ ।

ପୁଲାୱାମାରେ ଆତଙ୍କବାଦୀ ହମଲା। ପାକିସ୍ତାନୀ ପତାକା ପୋଡ଼ିଲେ ବଜରଙ୍ଗୀ ଦଳ

ବିଶ୍ଵ ହିନ୍ଦୁ ପରିଷଦ ବଜରଙ୍ଗ ଦଳ ପକ୍ଷରୁ ମାଷ୍ଟର କ୍ୟଣ୍ଟାନି ଠାରେ ପାକିସ୍ତାନର ପତାକା ପୋଡିବା ସହ ପାକିସ୍ତାନର ପ୍ରଧାନମନ୍ତ୍ରୀ ଙ୍କର ମଧ୍ୟ କୁଶପୁତ୍ତଳିକା ଦାହ କରିଛନ୍ତି। ଘୋର ବିରୋଧ କରିବା ସହ ପାକିସ୍ତାନୀ ମାନଙ୍କୁ ପାଲଟା ଜବାବ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କୁ ଅନୁରୋଧ କରିଛନ୍ତି। 

ଗୁରୁବାର ଦିନ କାଶ୍ମିରୀ ର ପୁଲୱାମାରେ ହୋଇଥିଲା ଆତ୍ମ ଘାତୀ ବିସ୍ଫୋରଣ । ଏହି ବିସ୍ଫୋରଣରେ ପ୍ରାଣ ହରାଇଛନ୍ତି ଆମର ସାହସୀ ବିର ଯବାନ ମାନେ। ବିର ଯବାନ ମାନଙ୍କ ଆତ୍ମ। ର ସଦଗଦି ନିମନ୍ତେ ନୀରବ ପ୍ରଥନା କରିବା ସହ ପାକିସ୍ତାନର ଯେହାଦି କାର୍ଯ୍ୟକଳାପର ଘୋର ନିନ୍ଧା କରିଛନ୍ତି ବଜରଙ୍ଗ ଦଳ। ପାକିସ୍ତାନ ପତାକା ଓ ପାକିସ୍ତାନ ର ପ୍ରଧାନମନ୍ତ୍ରୀ ଜିହାଦି ଇମ୍ରନ୍ ଖାଁ ର ଖୁସ ପୁତ୍ତଳିକା ଦାହ କରିବା ସହ ପାକିସ୍ତାନ ବିରୁଦ୍ଧରେ ଯୁଦ୍ଧ ଡାକରା ଘୋଷଣା କରିବା ପାଇଁ ପାକିସ୍ତାନ କୁ ଉଚିତ ଜବାବ ଦିଆଯାଉ। ଭାରତ ଭିତରେ ଥିବା ପାକିସ୍ତାନୀ ତତ୍ୱକର୍ ମନ୍ତବ୍ୟରୁ ଜନ ପଦେ ଜେ ଭାରତ ରେ ମାଡ୍ରାସ ଜେହଦି ଶିକ୍ଷା ଦିଆଯାଉଥିବାରୁ ସ୍ପଷ୍ଟ ପ୍ରମାଣ ମିଳେ । ସରକାର ଏସବୁ ମାଡ୍ରାସ କୁ ବନ୍ଦ କରିବା ସହ ମାଡ୍ରାସ ର ପାଠ୍ୟକ୍ରମକୁ ପରିବର୍ତ୍ତନ କରାଯାଉ ନଚେତ ଆଗାମୀ ଦିନରେ ବଜରଙ୍ଗ ଦଳ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଵ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.