ETV Bharat / sitara

ଜାଣନ୍ତୁ ରାନୁ ମଣ୍ଡଳଙ୍କୁ ପପୁଲାର କରିଥିବା ବ୍ୟକ୍ତିଙ୍କ ବିଷୟରେ...

ଇଣ୍ଟରନେଟ ସେନସେସନ୍ ରାନୁ ମଣ୍ଡଳଙ୍କ ସଫଳତା ପଛରେ ଥିବା ମଣିଷ ଜଣଙ୍କ ବିଷୟରେ ଜାଣିବା ଆବଶ୍ୟକ । ସୋସିଆଲ ମିଡିଆରେ ଉଦାହରଣ ପାଲଟିଛନ୍ତି ରାନୁ ।

author img

By

Published : Aug 25, 2019, 2:18 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ହାଇଦ୍ରାବାଦ: ସୋସିଆଲ ମିଡିଆରେ ଏକ ଭଲ ଉଦାହରଣ ରଖିଛନ୍ତି କୋଲକାତାର ରାନୁ ମଣ୍ଡଳ । ରେଳ ଷ୍ଟେସନରୁ ବଲିଉଡର ଯାତ୍ରା, ଶୁଣିବାକୁ ଛୋଟ ଲାଗୁଥିବା ମଧ୍ୟ ଏହା ସହଜ ନଥିଲା ଓ ଏହାର ଶ୍ରେୟ ସେହି ବ୍ୟକ୍ତିଙ୍କୁ ଯିଏ ରାନୁଙ୍କ ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରି ତାଙ୍କୁ ଭାଇରାଲ କରିଥିଲେ ।

ranu mondal
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ରାନୁଙ୍କ ଜୀବନ ବଦଲାଇଥିବା ମଣିଷ ଜଣକ ହେଉଛନ୍ତି ଆତିନ୍ଦ୍ର ଚକ୍ରବର୍ତ୍ତୀ । ଏପରିକି ହିମେଶ ରେସମିୟାଙ୍କ ସହ ଗୀତ ଗାଇବା ସମୟରେ ମଧ୍ୟ ଆତିନ୍ଦ୍ର ତାଙ୍କ ସହ ଷ୍ଟୁଡିଓରେ ସାମିଲ ଥିଲେ । ଆତିନ୍ଦ୍ର ମଧ୍ୟ କେବେ ଭାବି ନଥିଲେ ତାଙ୍କର ଏକ ଭିଡିଓରେ ଜଣେ ମହିଳାଙ୍କ ଜୀବନ ପରିବର୍ତ୍ତନ କରିପାରିଛି ।

ranu mondal
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଆତିନ୍ଦ୍ର ଜଣେ ସଫ୍ଟୱେୟାର ଇଞ୍ଜିନିୟର । କୋଲକାତାର ରାଣଘାଟ ଷ୍ଟେସନରେ ରାନୁଙ୍କ ଗୀତ ଶୁଣି ଅଟକି ଯାଇଥିଲେ ଆତିନ୍ଦ୍ର ଓ ପରେ ଭିଡିଓ କରି ସୋସିଆଲ ମିଡିଆରେ ସେୟାର କରିଥିଲେ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.