ETV Bharat / sitara

‘ଦ ଫ୍ୟାମିଲି ମ୍ୟାନ’ର ଦ୍ବିତୀୟ ସିଜନ ପୂର୍ବରୁ ତୃତୀୟ ସିଜନର ଚର୍ଚ୍ଚା - ‘ଦ ଫ୍ୟାମିଲି ମ୍ୟାନ’ର ନୂଆ ସିଜନ

ଆମାଜନ ପ୍ରାଇମ ଭିଡିଓର ପପୁଲାର ସିରିଜ ‘ଦ ଫ୍ୟାମିଲି ମ୍ୟାନ’ର ନୂଆ ସିଜନକୁ ନେଇ ଉତ୍ସାହିତ ଦର୍ଶକ। ହେଲେ ଦ୍ବିତୀୟ ସିଜନ ଆସିବା ପୂର୍ବରୁ ତୃତୀୟ ସିଜନ ବିଷୟରେ ହିଣ୍ଟ ଦେଲେ ମେକର୍ସ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମନୋଜ ବାଜେପେୟୀ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମନୋଜ ବାଜେପେୟୀ
author img

By

Published : May 21, 2020, 12:53 PM IST

ମୁମ୍ବାଇ: ବିଶିଷ୍ଟ ଅଭିନେତା ମନୋଜ ବାୟପେୟୀଙ୍କ ଲୋକପ୍ରିୟ ୱେବ ସିରିଜ ‘ଦ ଫ୍ୟାମିଲି ମ୍ୟାନ’ର ଦ୍ବିତୀୟ ସିନଜକୁ ଦେଖିବା ପାଇଁ ଦୀର୍ଘ ସମୟରୁ ବ୍ୟାକୁଳ ଦର୍ଶକ। ଏଯାବତ ମେକର୍ସ ଦ୍ବିତୀୟ ସିଜନ ରିଲିଜର ଘୋଷଣା କରିନାହାଁନ୍ତି। ହେଲେ ଏହାର ତୃତୀୟ ସିଜନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

‘ଦ ଫ୍ୟାମିଲ ମ୍ୟାନ’ର ପ୍ରଥମ ସିଜନର ନିର୍ଦ୍ଦେଶନା ଦାୟିତ୍ବ ନିର୍ଦ୍ଦେଶକ ରାଜ ନିଦିମେରୁ ଓ ଡୀକେ ଏକାଠି ତୁଲାଇଥିଲେ। ଏବେ ରାଜ କହିଛନ୍ତି ଯେ ଦ୍ବିତୀୟ ସିଜନର ଏବେ ପୋଷ୍ଟ ପ୍ରଡକ୍ସନ କାମ ବାକି ଅଛି । ଆଉ ତୃତୀୟ ସିଜନ ପାଇଁ କାମ ମଧ୍ୟ ଆରମ୍ଭ ହୋଇଯାଇଛି । ଦ୍ବିତୀୟ ସିଜନ ଏବର୍ଷ ରିଲିଜ କରିବାର ଯୋଜନା କରାଯାଇଛି । ହେଲେ ଲକଡାଉନ ପାଇଁ ପୋଷ୍ଟ ପ୍ରଡକ୍ସନର କାମ ବାକି ଅଛି।

ସେପଟେ ତୃତୀୟ ସିଜିନର କିଛି କାମ ଆରମ୍ଭ କରାଯାଇଥିଲା। ଲକଡାଉନ ଶେଷ ହେବା ପରେ ଦେଶର ପରିସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ ହୋଇଯାଇଥିବ । ଯାହାକୁ ଆଧାର କରି ଆମେ ତୃତୀୟ ସିଜିନର କାହାଣୀକୁ ପ୍ରସ୍ତୁତ କରିବୁ ବୋଲି କହିଛନ୍ତି ରାଜ୍।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.