ETV Bharat / sitara

ୱାଜିଦଙ୍କ ପୁରୁଣା ଭିଡିଓ ଦେଖି ଭାବବିହ୍ବଳ ପ୍ରସୂନ - ଦୁଃଖଭରା ମେସେଜ କରି ଚର୍ଚ୍ଚାରେ ଲେଖକ ପ୍ରସୂନ ଯୋଶୀ

ସୋସିଆଲ ମିଡିଆରେ ଭାଇରାଲ ହେଲା ୱାଜିଦ ଖାନଙ୍କ ଏକ ପୁରୁଣା ଭିଡିଓ । ଦୁଃଖଭରା ମେସେଜ କରି ଚର୍ଚ୍ଚାରେ ଲେଖକ ପ୍ରସୂନ ଯୋଶୀ ।

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Jun 10, 2020, 6:40 PM IST

ମୁମ୍ବାଇ: 2020 କାହାରି ପାଇଁ ଭଲ ସାବ୍ୟସ୍ତ ହୋଇନାହିଁ । କୋରୋନା ଭାଇରସ ମହାମାରୀ ପାଇଁ ଦେଶ ଚାଲିଥିବା ଲକଡାଉନରେ ବଲିଉଡକୁ ଅନେକ ବଡ ଝଟକା ମିଳିଛି । ଅନେକ କଳାକାରଙ୍କ ମୃତ୍ୟୁକୁ ନେଇ ଏଯାବତ ଦୁଃଖି ପୁରା ବଲିଉଡ । ଅନେକ ମହାନ କଳାକାର ଦୁନିଆ ଛାଡି ଚାଲିଯାଇଛନ୍ତି । ପ୍ରଥମେ ଇରଫାନ ଖାନ, ଋଷି କପୁର ଆଉ ନିକଟରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ଫେମସ ମ୍ୟୁଜିକ କମ୍ପୋଜର ୱାଜିଦ ଖାନ ।

  • धन्यवाद आपने कई पुराने तारों को छेड़ दिया,Wajid was truly special. https://t.co/PFlNwd2bDl

    — Prasoon Joshi (@prasoonjoshi_) June 9, 2020 " class="align-text-top noRightClick twitterSection" data=" ">

ଗତ 1 ତାରିଖରେ ମାତ୍ର 47 ବର୍ଷ ବୟସରେ ତାଙ୍କ ମୃତ୍ୟୁ ହୃଦଘାତରେ ହୋଇଥିଲା । ଇତିମମଧ୍ୟରେ ତାଙ୍କର ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି ଭାବୁକ ହୋଇ ଉଠିଛନ୍ତି ସ୍କ୍ରିନ ରାଇଟର ପ୍ରସୂନ ଯୋଶୀ ।

ଭିଡିଓଟିକୁ ସେୟାର କରି ପ୍ରସୂନ ଲେଖିଛନ୍ତି, ‘ଧନ୍ୟବାଦ ଆପଣଙ୍କୁ ପୁରୁଣା ସ୍ମତିକୁ ପୁଣିଥରେ ସେୟାର କରିବା ପାଇଁ ।’ ଭିଡିଓରେ ୱାଜିଦ, ପ୍ରସୂନଙ୍କ ଏତେ ପ୍ରଶଂସା କରୁଛନ୍ତି ଯେ, ଯାହାକୁ ଦେଖି ଭାବୁକ ହୋଇଯିବେ ସମସ୍ତେ ।

ପ୍ରକାଶ ଥାଉକି ନିକଟରେ ୱାଜିଦଙ୍କ ଭାଇ ତଥା ମ୍ୟୁଜିକ କମ୍ପୋଜର ସାଜିଦ ଖାନ ମଧ୍ୟ ସୋସିଆଲ ମିଡିଆରେ ଏକ ଭାବବିହ୍ବଳ ପୋଷ୍ଟ ସେୟାର କରି ଖୁବ୍ ଦୁଃଖି ନଜର ଆସିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.