ନୂଆଦିଲ୍ଲୀ: ବଲିଉଡର ଚର୍ଚ୍ଚିତ କପଲ ମଲାଇକା ଆରୋରା ଏବଂ ଅର୍ଜୁନ କପୁର ସର୍ବଦା ନିଜ ରିଲେସନସିପକୁ ନେଇ ଚର୍ଚ୍ଚାରେ ରହିଥାଆନ୍ତି ।
ଏବେ ପୁଣି ଥରେ ଉଭୟଙ୍କ କିଛି ନୂଆ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଉଭୟ ଏକାଠି ନଜର ଆସିଥିଲେ ।
- " class="align-text-top noRightClick twitterSection" data="
">
ସୋସିଆଲ ମିଡିଆରେ ଭାଇରାଲ ଫଟୋ ଗୁଡ଼ିକରେ, ମଲାଇକା ଏବଂ ଅର୍ଜୁନ ଆଉଟିଂରେ କୌଣସି ସ୍ଥାନକୁ ଯାଉଥିବାର ଦେଖିବାକୁ ମିଳିଥିଲା । କ୍ୟାମେରା ମ୍ୟାନ ଉଭୟଙ୍କୁ ତାଙ୍କ ଜୁହୁ ଘର ବାହାରେ କାରରେ ବସିବାକୁ ଯାଉଥିବା ସମୟରେ କ୍ୟାପଚର କରିଥିଲା।
ନିକଟରେ ମଲାଇକା ଏବଂ ଅର୍ଜୁନ କପୁର ଗୋଆରେ କ୍ବାଲିଟି ସମୟ ବିତାଇଥିଲେ। ଦୁହେଁ ନୂଆ ବର୍ଷକୁ ଏକାଠି ସ୍ବାଗତ କରିଥିଲେ ।