ETV Bharat / sitara

ଦିଲ୍ଲୀ ବାୟୁ ପ୍ରଦୂଷଣକୁ ନେଇ ଚିନ୍ତିତ ଟାଇଟାନିକ ଫେମ - ଇଣ୍ଡିଆ ଗେଟ ଲୋକଙ୍କ ବିରୋଧ ପ୍ରଦର୍ଶନ

ବିଶ୍ବରେ ବଢୁଥିବା ଗ୍ଲୋବାଲ ୱାର୍ମିଂରେ ସବୁବେଳେ ନିଜ ପ୍ରତିକ୍ରିୟା ରଖୁଥିବା ‘ଟାଇଟାନିକ’ ଅଭିନେତା ଲିୟୋନାର୍ଡୋ ଏବେ ଦିଲ୍ଲୀ ପ୍ରଦୂଷଣକୁ ନେଇ ଚିନ୍ତିତ । ସୋସିଆଲ ମିଡିଆରେ ନୋଟ ସେୟାର କରି ପ୍ରକାଶ କଲେ ଚିନ୍ତା ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଲିୟୋନାର୍ଡୋ ଡିକାପ୍ରିୟୋ
author img

By

Published : Nov 20, 2019, 2:53 PM IST

ମୁମ୍ବାଇ: ହଲିଉଡ ଆକ୍ଟର ଲିୟୋନାର୍ଡୋ ଡିକାପ୍ରିୟୋ ପ୍ରାୟତଃ ଗ୍ଲୋବାଲ ୱାର୍ମିଂ ଓ ପରିବେଶ ଉପରେ ପଡୁଥିବା ପ୍ରଭାବକୁ ନେଇ ସବୁବେଳେ ଆଲୋଚନା କରୁଥିବାର ନଜର ଆସନ୍ତି । ଏବେ ସେ ଦିଲ୍ଲୀ ବାୟୁ ପ୍ରଦୂଷଣରେ ଚିନ୍ତା ବ୍ୟକ୍ତ କରିଛନ୍ତି । ଆକ୍ଟର ସୋସିଆଲ ମିଡିଆରରେ ଏକ ନୋଟ ସେୟାର କରିବା ସହ କିଛି ଫଟୋ ମଧ୍ୟ ପୋଷ୍ଟ କରି ଚର୍ଚ୍ଚାରେ ଆସିଛନ୍ତି । ସେ ସେୟାର କରିଥିବା ଫଟୋରେ ଇଣ୍ଡିଆ ଗେଟର ଲୋକ ବିରୋଧ ପ୍ରଦର୍ଶନ କରୁଥିବାର ଦେଖାଯାଉଛନ୍ତି ।

ନିଜ ନୋଟରେ ଲିୟୋନାର୍ଡୋ ଲେଖିଛନ୍ତି, ‘1500 ଲୋକ ଲୋକ ଦିଲ୍ଲୀର ଇଣ୍ଡିଆ ଗେଟରେ ଏକଜୁଟ ହୋଇଛନ୍ତି । ସେହି ଲୋକ ସହରରେ ବଢୁଥିବା ବାୟୁ ପ୍ରଦୂଷଣ ଉପରେ ସଙ୍ଗେ ସଙ୍ଗେ କାର୍ଯ୍ୟନୁଷ୍ଠାନ କରିବାର ଦାବି କରୁଛନ୍ତି । ୱାର୍ଲ୍ଡ ହେଲ୍ଥ ଅର୍ଗାନାଇଜେସନ ଅନୁଯାୟୀ ଭାରତରେ ବାୟୁ ପ୍ରଦୂଷଣ ଜରିଆରେ ସବୁ ବର୍ଷ ପାଖାପାଖି 15 ଲକ୍ଷ ଲୋକଙ୍କ ଜୀବନ ଯାଉଛି। ଏହି ଗଣନା ବାୟୁ ପ୍ରଦୂଷଣର ଭାରତରେ ପଞ୍ଚମ ତଥା ସବୁଠାରୁ ବଡ କିଲର ସାଜିଛି ।

ସବୁ ବୟସର ଲୋକ ଏହି ବିରୋଧ ପ୍ରଦର୍ଶନରେ ସାମିଲ ହୋଇଛନ୍ତି । ଯାହା ଉପରେ କାର୍ଯ୍ୟନୁଷ୍ଠାନ ନିଆଯାଇଛି । ପ୍ରଥମ ହେଲା, ଭାରତୀୟ ପ୍ରଧାନମନ୍ତ୍ରୀ କାର୍ଯ୍ୟଳୟ ବିରୋଧର ପ୍ରଦର୍ଶନର କିଛି ଘଣ୍ଟା ମଧ୍ୟରେ ଏହି ପ୍ରସଙ୍ଗ ଉପରେ ଧ୍ୟାନ ଦେବା ପାଇଁ ଏକ ବିଶେଷ ପ୍ୟାନଲର ଗଠନ କରିଥିଲେ । ପ୍ୟାନଲକୁ ଦୁଇ ସପ୍ତାହ ମଧ୍ୟରେ ଏହି ପ୍ରସଙ୍ଗ ଉପରେ ରିପୋର୍ଟ ପ୍ରସ୍ତୁତ କରିବାର ଥିଲା । ଭାରତର ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଗୋଟିଏ ସପ୍ତାହ ମଧ୍ୟରେ ଫସଲ ଏବଂ ଅଦରକାରୀ ଜିନିଷ ଜଳାଯିବା ପ୍ରସଙ୍ଗକୁ ଠିକ୍ କରିବାକୁ କୁହାଯାଇଥିଲା ବୋଲି ନୋଟରେ ଲେଖିଛନ୍ତି ଲିୟୋନାର୍ଡୋ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.