ETV Bharat / sitara

ସୁଶାନ୍ତଙ୍କ ମର୍ଡରକୁ ସିବିଆଇର ଖଣ୍ଡନ, ତଥାପି ଲଢିବେ କହିଲେ ଭଉଣୀ ଶ୍ବେତା

author img

By

Published : Oct 8, 2020, 5:26 PM IST

ପୁଣି ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ଭାଇ ପାଇଁ ଲଢିବା କଥା କହିଛନ୍ତି ଶ୍ବେତା । ଅଧିକା ପଢନ୍ତୁ...

ଫଟୋ ସୌଜନ୍ୟ:ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ:ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଏମ୍ସ ରିପୋର୍ଟ ଉପରେ ମୋହର ଲଗାଇସାରିଛି ସିବିଆଇ । ଏବେ ସିବିଆଇ ଦ୍ବାରା ନିଶ୍ଚିନ୍ତ କରାଯାଇଛି ଯେ ସୁଶାନ୍ତ ଆତ୍ମହତ୍ୟା କରିଥିଲେ । ଇତିମଧ୍ୟରେ ଅଭିନେତାଙ୍କ ଭଉଣୀ ଶ୍ବେତା ସିଂ କିର୍ତ୍ତି କିଛି ପୋଷ୍ଟ କରି ଚର୍ଚ୍ଚାରେ। ଯେଇଁଥିରେ ସେ ଜଣାଇଛନ୍ତି ଯେକୌଣସି ପରିସ୍ଥିତି ଆସିଲେ ମଧ୍ୟ ସେ ଭାଙ୍ଗିବେ ନାହିଁ ଏବଂ ସବୁ ସମସ୍ୟାର ସାମ୍ନା କରିବେ ।

ସେହିପରି ସେ ଏକ ଭିଡିଓ ପୋଷ୍ଟରେ ଲେଖିଛନ୍ତି, ‘କଠିନ ସମୟ ରୁହେ ନାହିଁ ହେଲେ କଠିନ ଲୋକ ସବୁବେଳେ ରୁହନ୍ତି । ଆମେ ମଜବୁତ ଏବଂ ଶକ୍ତିଶାଳୀ । ଆମକୁ କେବଳ ଆମ ଶକ୍ତି ଉପରେ ବିଶ୍ବାର କରିବାକୁ ହେବ । ମଜବୁତ ରହିବା ଏକ କଳା ଆଉ ନିଜ ସହ ପ୍ରତିଜ୍ଞା କରିବା କଥା । ହେଲେ ମୁଁ କେବେବି ଭାଙ୍ଗିବି ନାହିଁ । ଆଉ ନିଜ ମୁଣ୍ଡ ଉଠାଇ ସବୁ ସମସ୍ୟାର ସାମ୍ନା କରିବି।’

ପ୍ରକାଶ ଥାଉକି ଏହା ବ୍ୟତୀତ ସେ ଦୁଇଟି ଫଟୋ ମଧ୍ୟ ସେୟାର କରିଛନ୍ତି ଗୋଟିଏରେ ଭଗବତ ଗୀତାର ଜ୍ଞାନ ଥିବା ବେଳେ ଆଉ ଏକ ଫଟୋରେ ଜୀବନ ଉପରେ କିଛି ଲେଖାଯାଇଛି । ଆପଣ ବି ଦେଖନ୍ତୁ ଶ୍ବେତାଙ୍କ ଏହି ପୋଷ୍ଟ...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.