ETV Bharat / sitara

କୋଭିଡ ଯୁଦ୍ଧ, ମହାରାଷ୍ଟ୍ର ସରକାରଙ୍କ ପଦକ୍ଷେପକୁ କୋକିଳ କଣ୍ଠୀଙ୍କ ପ୍ରଶଂସା - lata mangeshkar praises uddhav thackeray

ବଲିଉଡର କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେସକର ଜୀ ମହାରାଷ୍ଟ୍ର ସରକାର ଉଦ୍ଧବ ଠାକରେଙ୍କ କୋଭିଡ -19 ସଙ୍କଟରେ ନିଆଯାଇଥିବା ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ଏଥିପାଇଁ ସେ ସୋସିଆଲ ମିଡିଆର ସାହାଯ୍ୟ ନେଇଥିଲେ । ଅଧିକ ପଢନ୍ତୁ...

lata mangeshkar praises uddhav thackeray for steps to fight covid 19
କୋଭିଡ -19କୁ ନେଇ ଉଦ୍ଧବ ଠାକରେଙ୍କ ପଦକ୍ଷେପକୁ ପ୍ରଶଂସା କଲେ ଲତା ମଙ୍ଗେସକର
author img

By

Published : Apr 27, 2020, 7:31 AM IST

ମୁମ୍ବାଇ: କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେସକର ମହାରାଷ୍ଟ୍ର ସରକାର ଉଦ୍ଧବ ଠାକରେଙ୍କ କୋଭିଡ -19 ସଙ୍କଟରେ ନିଆଯାଇଥିବା ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ଏଥିପାଇଁ ସେ ସୋସିଆଲ ମିଡିଆର ସାହାଯ୍ୟ ନେଇଥିଲେ । ଏହାସହ ଲୋକମାନଙ୍କୁ ଘରେ ରହିବାକୁ ଅନୁରୋଧ ମଧ୍ୟ କରିଛନ୍ତି । ମହାରାଷ୍ଟ୍ର ସରକାର ଉଦ୍ଧବ ଠାକରେଙ୍କ କୋଭିଡ -19 ସଙ୍କଟର ମୁକାବିଲା କରିବା ପାଇଁ ଲୋକମାନଙ୍କୁ ଘରେ ରହିବାକୁ ଅନୁରୋଧ କରିଛନ୍ତି ।

lata mangeshkar praises uddhav thackeray for steps to fight covid 19
କୋଭିଡ -19କୁ ନେଇ ଉଦ୍ଧବ ଠାକରେଙ୍କ ପଦକ୍ଷେପକୁ ପ୍ରଶଂସା କଲେ ଲତା ମଙ୍ଗେସକର

ଲତା ମଙ୍ଗେସକର ଟୁଇଟରେ ଲେଖିଛନ୍ତି ଯେ, "ନମସ୍କାର । ଆଜି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମହାରାଷ୍ଟ୍ରର ଆଜିର ପରିସ୍ଥିତି ବିଷୟରେ କହିଛନ୍ତି ଏବଂ ଆମ ସରକାର ଯେଉଁ ପଦକ୍ଷେପ ନେଉଛନ୍ତି ତାହା ପ୍ରକୃତରେ ପ୍ରଶଂସନୀୟ । ତେଣୁ ସମସ୍ତ ଧର୍ମର ଲୋକମାନେ ଏକଜୁଟ ହୋଇ ଆମର ମୁଖ୍ୟମନ୍ତ୍ରୀଙ୍କ ସହ ସହମତି କରିବା ଉଚିତ । ପୁଣିଥରେ ଆପଣ ସମସ୍ତଙ୍କୁ ଅନୁରୋଧ ଘରେ ରୁହନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ ।

ବର୍ତ୍ତମାନର ରାଜ୍ୟର କୋଭିଡ -19ର ପରିସ୍ଥିତି ବିଷୟରେ ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆଲୋଚନା କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.