ETV Bharat / sitara

Lata Mangeshkar Health Update: ସୁସ୍ଥ ଅଛନ୍ତି ସୁର ସାମ୍ରାଜ୍ଞୀ, ନିରାମୟ ଜୀବନ କାମନା ନେଇ ଡାକ୍ତରଙ୍କ ଅପିଲ୍

author img

By

Published : Jan 16, 2022, 5:51 PM IST

ସ୍ଥିର ଅଛି ସୁର ସାମ୍ରାଜ୍ଞୀଙ୍କ ସ୍ବାସ୍ଥ୍ୟାବସ୍ଥା(Lata Mangeshkar health Condition) । ଚିକିତ୍ସା କରୁଥିବା ଡାକ୍ତରଙ୍କ ପକ୍ଷରୁ ସୂଚନା । ଅଧିକ ପଢନ୍ତୁ

Lata Mangeshkar Health Update: ସୁସ୍ଥ ଅଛନ୍ତି ସୁର ସମ୍ରାଜ୍ଞୀ, କାମନା ପାଇଁ ଫ୍ୟାନ୍ସଙ୍କୁ ଅପିଲ କଲେ ଡାକ୍ତର

ମୁମ୍ବାଇ: ସ୍ଥିର ଅଛି ସୁର ସାମ୍ରାଜ୍ଞୀଙ୍କ ସ୍ବାସ୍ଥ୍ୟାବସ୍ଥା(Lata Mangeshkar health Condition) । ଚିକିତ୍ସା କରୁଥିବା ଡାକ୍ତରଙ୍କ ପକ୍ଷରୁ ସୂଚନା । କୋଭିଡରେ ଆକ୍ରାନ୍ତ ହୋଇ କିଛିଦିନ ତଳେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଲତା ମଙ୍ଗେସ୍କର । ତେବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ନେଇ ଡାକ୍ତରଙ୍କ ପକ୍ଷରୁ ସୂଚନା ମିଳିଛି ।

ଡାକ୍ତର ପ୍ରତିମା ସମଧାନିଙ୍କ ସୂଚନା ଅନୁସାରେ, ସୁର ସାମ୍ରାଜ୍ଞୀ ଲତା ମଙ୍ଗେସ୍କର କୋରୋନା ଏବଂ ନିମୋନିଆରେ ଆକ୍ରାନ୍ତ ହୋଇ ବ୍ରିଚ କେଣ୍ଡି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଅଛି । ସେ କୋଭିଡ କେୟାର ସେଣ୍ଟରରେ ଅଛନ୍ତି ।

ଏହା ମଧ୍ୟ ପଢନ୍ତୁ:- Lata Mangeshkar Health Update: ସୁଧୁରୁନି ସ୍ବାସ୍ଥ୍ୟ, ଏବେବି ICUରେ ସୁର ସାମ୍ରାଜ୍ଞୀ

ସେ କହିଛନ୍ତି ଯେ, ଡାକ୍ତରମାନେ ଲତା ମଙ୍ଗେସ୍କରଙ୍କ ଚିକିତ୍ସା କରୁଛନ୍ତି । ସେ ଧିରେ ଧିରେ ସୁସ୍ଥ ହେଉଛନ୍ତି । ଅଳ୍ପ କିଛି ଦିନ ମଧ୍ୟରେ ଡାକ୍ତରଖାନାରୁ ଡିସଚାର୍ଜ ହୋଇଯିବେ । ଏଥିସହ ଫ୍ୟାନ୍ସମାନଙ୍କୁ ଲତାଜିଙ୍କ ସୁସ୍ଥ ଓ ନିରାମୟ ଜୀବନ କାମନା କରିବାକୁ ଅପିଲ୍ କରିଛନ୍ତି ଡାକ୍ତର ।

ତେବେ ଗତ 8 ତାରିଖରେ ଲତା ମଙ୍ଗେସ୍କର କୋରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ପରେ ପୁନର୍ବାର 10 ରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.