ETV Bharat / sitara

ସୁଧୁରୁଛି ଲତା ମଙ୍ଗେସକରଙ୍କ ସ୍ବାସ୍ଥ୍ୟାବସ୍ଥା

author img

By

Published : Feb 5, 2022, 2:07 PM IST

Updated : Feb 5, 2022, 5:20 PM IST

ସୁସ୍ଥ ଅଛନ୍ତି ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର। ବର୍ତ୍ତମାନ ଲତା ମଙ୍ଗେସକର ଆଇସିୟୁରେ ଅଛନ୍ତି। ଲତା ମଙ୍ଗେସକରଙ୍କ ଚିକିତ୍ସା କରୁଥିବା ଡାକ୍ତର ପ୍ରତୀତ ସମଦାନୀ ଏବଂ ତାଙ୍କ ଟିମ୍‌ ଲତାଙ୍କ ସ୍ବାସ୍ଥ୍ୟର ନିରନ୍ତର ଯତ୍ନ ନେଉଛନ୍ତି।  ଅଧିକ ପଢନ୍ତୁ

ପୁଣି ବିଗିଡିଲା ସୁର ସାମ୍ରାଜ୍ଞୀ ଲତା ମଙ୍ଗେଶକରଙ୍କ ସ୍ବାସ୍ଥ୍ୟାବସ୍ଥା

ହାଇଦ୍ରାବାଦ: ସୁସ୍ଥ ଅଛନ୍ତି ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର। ବର୍ତ୍ତମାନ ଲତା ମଙ୍ଗେସକର ଆଇସିୟୁରେ ଥିବାବେଳେ ତାଙ୍କ ଅବସ୍ଥା ସ୍ଥିର ଥିବା ନେଇ ଡାକ୍ତର ପ୍ରତୀତ ସମଦାନୀ ସୂଚନା ଦେଇଛନ୍ତି । ଲତା ମଙ୍ଗେସକରଙ୍କ ଚିକିତ୍ସା କରୁଥିବା ଡାକ୍ତର ପ୍ରତୀତ ଏବଂ ତାଙ୍କ ଟିମ୍‌ ତାଙ୍କ ସ୍ବାସ୍ଥ୍ୟର ନିରନ୍ତର ଯତ୍ନ ନେଉଛନ୍ତି। ତେବେ କିଛି ସମୟ ପୂର୍ବରୁ ଲତା ମଙ୍ଗେସକରଙ୍କୁ ପୁନର୍ବାର ଭେଣ୍ଟିଲେଟରକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ତାଙ୍କର ଆରୋଗ୍ୟ କାମନା କରି ଦେଶବ୍ୟାପୀ ଚାଲିଛି ପ୍ରାର୍ଥନା ଓ ପୂଜାର୍ଚ୍ଚନା ।

  • Veteran singer Lata Mangeshkar's health condition has deteriorated again, she is critical. She is on a ventilator. She is still in ICU and will remain under the observation of doctors: Dr Pratit Samdani, Breach Candy Hospital

    (file photo) pic.twitter.com/U7nfRk0WnM

    — ANI (@ANI) February 5, 2022 " class="align-text-top noRightClick twitterSection" data=" ">

ଏହି ଗାୟିକାଙ୍କୁ ଜାନୁଆରୀ 8 ରେ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅନେକ ଦିନ ଚିକିତ୍ସା ହେବାପରେ ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆସିଥିଲା । ତାଙ୍କୁ ଭେଣ୍ଟିଲେଟରରୁ ବାହାର କରିଦିଆଯାଇଥିଲେ ବି ହସ୍ପିଟାଲରେ ତାଙ୍କୁ ଅବଜରଭେସନରେ ରଖାଯାଇଥିଲା । କିନ୍ତୁ ଆଜି ପୁଣି ଖବର ଆସିିଥିଲା ଲତା ମଙ୍ଗେସକରଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି । ତେଣୁ ପୁନର୍ବାର ତାଙ୍କୁ ଭେଣ୍ଟିଲେଟରକୁ ସ୍ଥାନାନ୍ତର କରାଯାଇଥିଲା । କୋରୋନା ଏବଂ ନିମୋନିଆରେ ସଂକ୍ରମିତ ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ୯୨ବର୍ଷରେ ପହଞ୍ଚିଛନ୍ତି ଲତା ମଙ୍ଗେସକର । ଏଥିପାଇଁ ଅନେକ ସମୟରେ ତାଙ୍କୁ ବାର୍ଦ୍ଧକ୍ୟ ଜନିତ ସମସ୍ୟା ଲାଗିରହୁଛି।

ଏହା ବି ପଢନ୍ତୁ: କୋରୋନାକୁ ହରାଇଲେ ସ୍ବର ସାମ୍ରାଜ୍ଞୀ

ଲତା ମଙ୍ଗେସକରଙ୍କ ଚିକିତ୍ସା କରୁଥିବା ପ୍ରତୀତ ସମଦାନୀ ଏବଂ ତାଙ୍କ ଟିମ ଲତାଙ୍କ ସ୍ବାସ୍ଥ୍ୟର ନିରନ୍ତର ଯତ୍ନ ନେଉଛନ୍ତି। ଏକ ଟିମ୍ ଡାକ୍ତରଖାନାରେ 24 ଘଣ୍ଟା ଧରି ତାଙ୍କ ଚିକିତ୍ସା ପାଇଁ ଉପସ୍ଥିତ ଅଛନ୍ତି । ଏହାପୂର୍ବରୁ, ଭେଟେରାନ ଗାୟିକା ନିଶ୍ୱାସ ପ୍ରଶ୍ୱାସରେ ପୀଡିତ ହେବା ପରେ ନଭେମ୍ବର 2019 ରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।

ଏହା ବି ପଢନ୍ତୁ: Lata Mangeshkar Health Update: ICUରେ ସ୍ବର ସାମ୍ରାଜ୍ଞୀ, ସୁଧୁରୁଛି ସ୍ବାସ୍ଥ୍ୟବସ୍ଥା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 5, 2022, 5:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.