ETV Bharat / sitara

ସର୍ବଦା ଦୁଇ ଝିଅଙ୍କ ସୁରକ୍ଷା ନେଇ ଚିନ୍ତିତ ବୋନୀ - behaviour

ପିତା ବୋନୀ କପୁରଙ୍କୁ ନେଇ ଖୁଲାସା କରିଛନ୍ତି ଖୁସି କପୁର । ଏକ ସାକ୍ଷାତକାରରେ ପିତା ବହୁତ ନୀତିନିଷ୍ଠ ବ୍ୟକ୍ତି ବୋଲି କହିଛନ୍ତି ଖୁସି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଖୁସି କପୁର
author img

By

Published : Apr 24, 2019, 11:38 PM IST

ମୁମ୍ବାଇ: ଗତ ବର୍ଷ ଫେବୃଆରୀ 24ରେ ବଲିଉଡ ବିଶିଷ୍ଟ ଅଭିନେତ୍ରୀ ଶ୍ରୀଦେବୀ ମୃତ୍ଯୁ ଘଟିଥିଲା । ତାଙ୍କ ମୃତ୍ୟୁ ଖବରରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତାଙ୍କ ଯିବା ପରେ ସ୍ବାମୀ, ଫିଲ୍ମ ନିର୍ମାତ ବୋନୀ କପୁର ନିଜ ଦୁଇ ଝିଅଙ୍କ ଦାୟିତ୍ବ ସମ୍ଭାଳି ଆସୁଛନ୍ତି । ନିକଟରେ ଶ୍ରୀଦେବୀଙ୍କ ସାନ ଝିଅ ପିତା ବୋନୀଙ୍କୁ ନେଇ ବଡ ଖୁଲାସା କରିଛନ୍ତି ।

କିଛି ଦିନ ପୂର୍ବରୁ ଖୁସି ଓ ତାଙ୍କ ବଡ ଭଉଣୀ ଅର୍ଥାତ୍ ଅଭିନେତ୍ରୀ ଜାହ୍ନବୀ କପୁର, ନେହା ଧୂପିଆଙ୍କ ଚାଟ ଶୋ 'BFFs with vogue'ରେ ପହଞ୍ଚିଥିଲେ । ନେହାଙ୍କ ସହ କଥାବାର୍ତ୍ତା ସମୟରେ ଦୁଇ ଭଉଣୀ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ଅନେକ ଖୁଲାସା କରିଥିବାର ନଜର ଆସିଥିଲେ । ଅନ୍ୟପଟେ ଖୁସି ପିତାଙ୍କୁ ନେଇ କହିଥିଲେ କି ପିତା ସବୁବେଳେ ଦୁଇ ଜଣଙ୍କ ସୁରକ୍ଷା ନେଇ ଚିନ୍ତିତ ରହିଥାନ୍ତି ।

ସେ ଆହୁରି କହିଥିଲେ କି ସେ କେଉଁଠାରେ ଅଛନ୍ତି, କାହା ସହ ଅଛନ୍ତି ସବୁ ଜିନିଷର ଟିକିନିକି ଖବର ରଖନ୍ତି ପିତା । ଏକଦା ପିତା ତାଙ୍କ ବନ୍ଧୁଙ୍କୁ ମେସେଜ କରି କହିଥିଲେ କି, ହାଲୋ ବେଟା ତୁମର ଆଉ ଖୁସିଙ୍କ ଫଟୋ ପଠାଅ ।

Intro:Body:

dfhhd

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.