ETV Bharat / sitara

ଫିଟନେସ ମନ୍ତ୍ର ଦେଲେ କ୍ୟାଟ

ଫିଟନେସସକୁ ନେଇ କ୍ୟାଟ୍ରିନାଙ୍କ ବଡ ବୟାନ । କହିଲେ ଗୋଟିଏ ଦିନରେ 40 ମିନିଟ ନିଜ ଫିଟନେସ ପ୍ରତି ଧ୍ୟାନ ଦେବା କଥା ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କ୍ୟାଟ୍ରିନା କୈଫ
author img

By

Published : Jul 4, 2019, 11:20 AM IST

ମୁମ୍ବାଇ: ସେକ୍ସୀ ଅଭିନେତ୍ରୀ କ୍ୟାଟ୍ରିନା କୈଫ ସର୍ବଦା ନିଜ ଅଭିନୟ ଏବଂ ଫିଟନେସକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ତାଙ୍କ ପାଇଁ ଫିଟନେସ ନିହାତି ଆବଶ୍ୟକ ଏବଂ ସମସ୍ତେ ଏହାକୁ ନିଜ ଜୀବନରେ ସାମିଲ କରନ୍ତୁ ବୋଲି କହିଛନ୍ତି କ୍ୟାଟ ।

କ୍ୟାଟ୍ରିନା ଫିଟନେସକୁ ସର୍ବାଧିକ ଧ୍ୟାନ ଦିଅନ୍ତି । ସେ ନିଜ ବ୍ୟସ୍ତବହୁଳତା ଜୀବନରେ ଫିଟନେସ ପ୍ରତି ଢେର ସଚେତନ ।

ଏକ ସାକ୍ଷାତକାରରେ କହିଥିଲେ କି ଗୋଟିଏ ଦିନରେ 24 ଘଣ୍ଟା ଅଛି । ଯଦି ଆପଣ ଗୋଟିଏ ଦିନରେ 40 ମିନିଟ ମଧ୍ୟ ବାହାର କରିପାରୁନାହାଁନ୍ତି, ଏହା ଆପଣଙ୍କ ରୁଚି ଉପରେ ନିର୍ଭର କରୁଛି ଆପଣ ୱାର୍କଆଉଟ କରିବାକୁ ଚାହୁଁଛନ୍ତି କି ନାହିଁ । ଯଦି ଫିଟନେସ ଆପଣଙ୍କ ପାଇଁ ନିହାତି ଆବଶ୍ୟକ ତେବେ ଆପଣ ଦିନରେ ଯେଉଁଠାରେ ମଧ୍ୟ ଥାନ୍ତୁ 40 ମିନିଟ କାଢି ପାରିବେ ୱାର୍କଆଉଟ ପାଇଁ ।

ରିବୋକର ନୂଆ ଆମ୍ବସଡର ସାଜିଥିବା କ୍ୟାଟ ଆହୁରୀ କହିଥିଲେ ଯଦି ଆପଣଙ୍କୁ ନିଜ ବଡି ପରଫେକ୍ଟ କରିବାରେ ଅଛି ତେବେ ଆପଣଙ୍କୁ ଫିଟନେସ ପ୍ରତି ଅଧିକ ଯତ୍ନବାନ ହେବାକୁ ପଡିବ । ଯେତେବେଳେ ରିବୋକର କଥା ଆସୁଛି ତେବେ ଫିଟନେସ ପାଇଁ ତାଙ୍କର ଏବଂ ରିବୋକର ଦୃଷ୍ଟିକୋଣ ଏକାପରି ବୋଲି କହିଥିଲେ କ୍ୟାଟ ।

Intro:Body:

BLANK 

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.