ETV Bharat / sitara

ଆଇଫାରୁ ଆଉଟ ଅର୍ଜୁନ

ଏବର୍ଷ ଆଇଫା ଆୱାର୍ଡ୍ସର ହୋଷ୍ଟ କରୁଥିବାର ନଜର ଆସିବେ କାର୍ତ୍ତିକ ଆର୍ୟନ ଓ ଆୟୁଷ୍ମାନ ଖୁରାନା । ପୂର୍ବରୁ ଶୁଣିବାକୁ ମିଳୁଥିଲା ଯେ ଆୟୁଷ୍ମାନଙ୍କ ସହ ଏହି କାର୍ଯ୍ୟକ୍ରମରେ ହୋଷ୍ଟ କରିବେ ଅର୍ଜୁନ କପୁର ।

author img

By

Published : Sep 16, 2019, 7:41 PM IST

ଡିଜାଇନ ଫଟୋ

ମୁମ୍ବାଇ: ଭାରତୀୟ ଫିଲ୍ମ ଜଗତର ସବୁଠାରୁ ବଡ ଆୱାର୍ଡ ଶୋ ଆଇଫା 2019 ସୋମବାରରୁ ଆରମ୍ଭ ହୋଇଯାଇଛି । ଏବର୍ଷ ମୁମ୍ବାଇରେ ଆୟୋଜିତ ହୋଇଛି ଆଇଫା । 16 ଏବଂ ସେପ୍ଟେମ୍ବର 18ରେ ମୁମ୍ବାଇର ଏସଭିପି ଷ୍ଟାଡିୟମରେ ଆଇଫା ଆୱାର୍ଡ ଶୋର ଆୟୋଜନ କରାଯାଇଛି ।

20ତମ ଆଇଫା ଆୱାର୍ଡ୍ସକୁ ହ୍ୟାଣ୍ଡସମ ଅଭିନେତା ଆୟୁଷ୍ମାନ ଖୁରାନା ଓ ଅର୍ଜୁନ କପୁର ହୋଷ୍ଟ କରିବା ଖବର ଜୋର ଧରିଥିଲା । କିନ୍ତୁ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି କି ଅର୍ଜୁନ ଏହି ଶୋ ହୋଷ୍ଟ କରିବେ ନାହିଁ । ଅର୍ଗାନାଇଜର୍ସ ଅର୍ଜୁନଙ୍କୁ ରିପ୍ଲେସ କରି ଅଭିନେତା କାର୍ତ୍ତିକ ଆର୍ୟନଙ୍କୁ ଆୱାର୍ଡ ହୋଷ୍ଟ କରିବାକୁ ଦାୟିତ୍ବ ଦେଇଛନ୍ତି ।

ପ୍ରକାଶ ଥାଉକି ସୋମବାର ରାତିରେ ଆଇଫାରେ ନଜର ଆସିବେ ବଲିଉଡ ଅନେକ ଷ୍ଟାର୍ସ । ଆଉ ସେପ୍ଟେମ୍ବର 18ରେ ମୁମ୍ବାଇ ଏସଭିପି ଷ୍ଟାଡିୟମରେ ହେବାକୁ ଯାଉଥିବା ଏହି କାର୍ଯ୍ୟକ୍ରମରେ କାର୍ତ୍ତିକ ଓ ଆୟୁଷ୍ମାନ ହୋଷ୍ଟ ରୂପେ ନଜର ଆସିବେ ।

ସେହିପରି ଏହି କାର୍ଯ୍ୟକ୍ରମରେ ସଲମାନ ଖାନ, ବିକ୍କୀ କୌଶଲ, ରଣବୀର ସିଂ, ମାଧୁରୀ ଦୀକ୍ଷିତ, କ୍ୟାଟ୍ରିନା କୈଫ, ସାରା ଅଲ୍ଲୀ ଖାନଙ୍କ ଭଳି ପପୁଲାର ଷ୍ଟାର୍ସ ଦେଖାଯିବେ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.